ସୂର୍ଯ୍ୟ କିରଣକୁ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଖୋଜୁଛନ୍ତି ଉପାୟ
ନ୍ୟୁୟର୍କ: ଦିନକୁ ଦିନ ପୃଥିବୀ ଉତପ୍ତ ହେବାରେ ଲାଗିଛି । ଏହାକୁ ଅସ୍ଥାୟୀ ରୂପରେ ଥଣ୍ଡା କରିବା ପାଇଁ ବୈଜ୍ଞାନିକମାନେ ଉପାୟ ଖୋଜିବା ଆରମ୍ଭ କରିଛନ୍ତି । ଏବେ ସୂର୍ଯ୍ୟଙ୍କ କିରଣକୁ କିପରି ପୂନର୍ବାର ମହାକାଶକୁ ପଠାଇ ଯାଇପାରିବ ସେ ନେଇ ବୈଜ୍ଞାନିକମାନେ ପରୀକ୍ଷଣ ଆରମ୍ଭ କରି ଦେଇଛନ୍ତି ।…