ଶଶୀ ଥରୁରଙ୍କ ନିକଟରେ ଅଛି କୋଟି କୋଟି ଟଙ୍କାର ବିଦେଶୀ ଶେୟାର, କ୍ରିପ୍ଟୋରେ ମଧ୍ୟ କରନ୍ତି ନିବେଶ
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ଚଳିତ ମାସରୁ ଆରମ୍ଭ ହୋଇ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ବହୁ ବଡ ନେତାଙ୍କ ସମ୍ପତ୍ତି, ଦାୟିତ୍ୱ ଏବଂ…