ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଦାନ କରିଦେଲେ ୭୫ % ସମ୍ପତ୍ତି
ନୂଆଦିଲ୍ଲୀ: ପୁଅକୁ ହରାଇବା ଦୁଃଖରେ ବେଦାନ୍ତ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲ ବାଣ୍ଟିଦେଲେ ନିଜ ଅର୍ଜିତ ୭୫ ଭାଗ ସମ୍ପତ୍ତି। ବେଦାନ୍ତ ଗ୍ରୁପ୍ ପ୍ରତିଷ୍ଠାତା ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କର ଆମେରିକାରେ ହଠାତ୍ ପରଲୋକ ହୋଇଯାଇଛି। ପୁଅର ମୃତ୍ୟୁରେ ଶିଳ୍ପପତି ଅନିଲ ଅଗ୍ରୱାଲ…