Yamuna Water Dispute: ୩୦ ବର୍ଷ ପୁରୁଣା ଯମୁନା ଜଳ ବିବାଦର ଅନ୍ତ! ଯୋଗାଇବ ଲକ୍ଷ ଲକ୍ଷ ଲୋକଙ୍କୁ ପାଣି!
ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ, ନୂଆଦିଲ୍ଲୀରେ ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟାନ୍ୱୟନ ସମ୍ପର୍କରେ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ଏକ ଐତିହାସିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିନାମା ଦୁଇ ରାଜ୍ୟ ମଧ୍ୟରେ…