Latest Odisha News

BREAKING NEWS

ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଭଦ୍ରକ: ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଭଦ୍ରକ ପୋକ୍ସ କୋର୍ଟ । ନାବାଳିକା ଯୌନ ଶୋଷଣ ମାମାଲାର ବିଚାର କରି ନାୟକାଣି ଡ଼ିହି ଥାନା ତମ୍ବାଖଣ୍ଡି ଗାଁର ରାଜନୀକାନ୍ତ ନାୟକଙ୍କ ପୁଅ ଜଗା ଓରଫ ରତିକାନ୍ତ ନାୟକ (୩୩) ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ୩୭୬ (୨)…

ବିଶାଖାପାଟଣା ବନ୍ଦରରୁ ୨୫ ହଜାର କିଲୋର କୋକେନ ଜବତ କଲା ସିବିଆଇ

ବିଶାଖାପାଟଣା: ପାରାଦୀପ ପରେ ବିଶାଖାପାଟଣାରୁ ଜବତ ହେଲା କୋକେନ୍ । ବିଶାଖାପାଟଣା ବନ୍ଦରରୁ ୨୫ ହଜାର କିଲୋର କୋକେନ ଜବତ କଲା ସିବିଆଇ । ଗତକାଲି ବ୍ରାଜିଲରୁ ଆସିଥିବା ଏକ କଣ୍ଟେନରକୁ ଜବତ କରିଥିଲା ସିବିଆଇ । ସେହି କଣ୍ଟେନରକୁ ଯାଞ୍ଚ କରିବା ପରେ ସେଥିରୁ କୋକେନ ମିଳିଥିବା ସୂଚନା ମିଳିଛି ।…

ଅଞ୍ଜନ ବେହେରା ହତ୍ୟାକାଣ୍ଡ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ବହୁଚର୍ଚ୍ଚିତ ଲକ୍ଷ୍ମୀସାଗର ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାଙ୍କୁ ଗିରଫ କରିଥିଲା ପୋଲିସ । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା…

କେ. କବିତାଙ୍କୁ ଝଟକା, ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ କେ. କବିତାଙ୍କୁ ଆଜି ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯେ, କବିତା ନିମ୍ନ ଅଦାଲତକୁ ଯାଇ ଜାମିନ ପାଇଁ ଅନ୍ୟ କିଛି ପଦକ୍ଷେପ ଗ୍ରହଣ କରିପାରିବେ ।…

ଝାରପଡା ଗ୍ୟାଙ୍ଗୱାର ଘଟଣା: ୨ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର; ଝାରପଡା ଜେଲ୍ ଭିତରେ ଗୋଷ୍ଠୀ ସଂଘର୍ଷ ଘଟଣା । ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ । କାର୍ଯ୍ୟରେ ଅବହେଳା କାରଣ ଦର୍ଶାଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ । ଦୁଇ କର୍ମଚାରୀ ହେଉଛନ୍ତି ଜେଲର…

ଇସ୍ରୋକୁ ବଡ଼ ଉପଲବ୍ଧି, ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପରୀକ୍ଷଣ ସଫଳ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) କୁ ଆଉ ଏକ ସଫଳତା ମିଳିଛି । ପୁନଃବ୍ୟବହାର ହୋଇପାରୁଥିବା ଲଞ୍ଚ ଯାନ (ଆରଏଲଭି ଏଲଏକ୍ସ-୦୨) ର ସଫଳ ପରୀକ୍ଷଣ କରିଛି ଇସ୍ରୋ । ଏହି ଲଞ୍ଚ ଯାନର ନାମ 'ପୁଷ୍ପକ' ରଖାଯାଇଛି । ଆଜି ଅର୍ଥାତ୍ ମାର୍ଚ୍ଚ ୨୨ ତାରିଖ ସକାଳ ୭ ଟା ୧୦…

ସୁପ୍ରିମକୋର୍ଟରେ ହେବନି ଶୁଣାଣୀ, ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ଦ୍ଵାରା ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଏବେ ଶୁଣାଣି ହେବନାହିଁ । କାରଣ ନିଜ ଆବେଦନକୁ ପ୍ରତ୍ୟାହାର କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହାପରେ କେଜ୍ରିୱାଲ ପୁନର୍ବାର ଏନେଇ ତଳ…

‘ଅରବିନ୍ଦ ମୋ କଥା କେବେ ଶୁଣିଲେ ନାହିଁ, ଏଥିପାଇଁ ମୁଁ ଦୁଃଖିତ’

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ତାଙ୍କୁ ଗିରଫ କରିଛି ଇଡି । ଏହାକୁ ଆପ୍‌ ନେତାଙ୍କ ସହିତ ଅନେକ ଦଳର ନେତା ତୀବ୍ର ସମାଲୋଚନା କରିଛନ୍ତି । ଆଗକୁ ନିର୍ବାଚନ ଥିବା ବେଳେ ତା’ପୂର୍ବରୁ…

ବଡି ମସାଜରକୁ ସେକ୍ସ ଟୟ କୁହାଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟର ବଡ ନିଷ୍ପତ୍ତି । ବଡି ମସାଜରକୁ ସେକ୍ସ ଟୟ କହୁଥିଲେ ହୋଇଯାଆନ୍ତୁ ସାବଧାନ । ବମ୍ବେ ହାଇକୋର୍ଟ ଗତକାଲି ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ବଡି ମସାଜରକୁ ସେକ୍ସ ଟୟ କୁହାଯାଇପାରିବନି । ଏହା ବ୍ୟତୀତ ଆମଦାନୀ ପାଇଁ ନିଷିଦ୍ଧ ଆଇଟମଗୁଡିକରେ ମଧ୍ୟ ଏହାର ନାମ…

ଟ୍ରକକୁ ପିଟିଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

ନୂଆପଡ଼ା: ନୂଆପଡ଼ା ସିନାପାଲି ଥାନା ଅଧୀନ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଗୋଟିଏ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଖବର…