Latest Odisha News

BREAKING NEWS

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜେଡି ନେତା

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବିଜୁ ଜନତା ଦଳର ସଂସଦୀୟ କ୍ଷେତ୍ରର ନେତା । ଆଗାମୀ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେନେଇ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା ସହ ପ୍ରାର୍ଥନା କଲେ । ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବରିଷ୍ଠ ବିଜେଡି ନେତା ଅରୁପ…

ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ

ଭୁବନେଶ୍ବର: ଆଜି ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବୈଠକରେ ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ବାଇଁ,…

ଅଜାଣତରେ ଭାରତ-ପାକିସ୍ଥାନ ବର୍ଡର ଦେଇ ଶତ୍ରୁ ଦେଶକୁ ଚାଲିଗଲେ ମହିଳା, ଆଉ ତା’ ପରେ…

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ବର୍ଡର ଭିତରୁ ଭାରତ-ପାକିସ୍ଥାନ ବର୍ଡର ହେଉଛି ଗୋଟିଏ । ଭାରତ-ପାକିସ୍ଥାନ ବର୍ଡରର ଜାମ୍ମୁ କାଶ୍ମୀର ସୀମାରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ଉପରେ ସବୁବେଳେ ନଜର ରହିଥାଆଏ । ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏବଂ ଭାରତୀୟ ସେନା କର୍ମଚାରୀ…

ବଢିବ ତାତି: ଆଗାମୀ ୩ ଦିନରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଲାଗିରହିଥିଲା ଝିପିଝିପି ବର୍ଷା। କୋହଲା ପାଗ ସାଙ୍ଗକୁ ବର୍ଷା ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ତାତିରୁ ମୁକ୍ତି ମିଳିଥିଲା। ତେବେ ପାଣିପାଗ ସୂଚନା ଅନୁଯାୟୀ ଆଗାମୀ ୩ ଦିନରେ ରାଜ୍ୟରେ ଦିନ ତାପମାତ୍ରା ବଢିବା ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ…

ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ

ଭୁବନେଶ୍ୱର: ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ୨୦ କଏଦୀ। ଚକରା ଓ ଶମ୍ଭୁ ସହ ୨୦ କଏଦୀଙ୍କୁ ସ୍ଥାନାନ୍ତର କରିବା ପାଇଁ କୋର୍ଟକୁ ଅନୁମତି ମଗାଯାଇଥିଲା। ଏହାର ସୂଚନା ଦେଲେ ଜେଲ୍‌ ଡିଜି। ଜେଲ୍‌ରେ ପିଟାପିଟି ଘଟଣାରେ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି। ଗୃହ ବିଭାଗକୁ ତଦନ୍ତ…

ଛୋଟ ଡ୍ରେସ୍‌ ପିନ୍ଧି ଭିସୁଟ୍ କୁ ପ୍ରବେଶ ମନା, ଲାଗୁହେଲା କଟକଣା

ସମ୍ବଲପୁର: ମଡର୍ଣ୍ଣ ଡ୍ରେସ ପିନ୍ଧି ବୁର୍ଲା ଭିସୁଟରେ ପ୍ରବେଶ ଉପରେ ଲାଗିଲା କଟକଣା l ଆଗକୁ ଭିସୁଟର ବସନ୍ତ ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବାବେଳେ, ମଡର୍ଣ୍ଣ ଓ ଛୋଟ ଡ୍ରେସ୍ କୁ ବାରଣ କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ l…

୯ ବର୍ଷର ବିବାଦ ସମାପ୍ତ? ପିତାଙ୍କ ସହ ଫୋଟୋ ସେୟାର କଲେ ଗୌତମ ସିଙ୍ଗାନିଆ

ନୂଆଦିଲ୍ଲୀ: ରେମଣ୍ଡ ଗ୍ରୁପର ଚେୟାରମ୍ୟାନ୍ ଗୌତମ ସିଙ୍ଗାନିଆ ଓ ତାଙ୍କ ପିତାଙ୍କ ସହ ବିବାଦ ବେଶ ପୁରୁଣା l ଖାଲି ତାଙ୍କ ପିତା ନୁହେଁ ନିଜ ପତ୍ନୀ ଙ୍କ ସହ ମଧ୍ଯ ବିବାଦରେ l ଦୀର୍ଘଦିନ ଧରି ଏହି ବିବାଦ ବେଶ୍ ଚର୍ଚ୍ଚାରେ ଅଛି, କିନ୍ତୁ ବର୍ତ୍ତମାନ ପରିବାର ସଦସ୍ୟଙ୍କ ମଧ୍ୟରେ ବିବାଦ ସମାପ୍ତ…

ଶୀଘ୍ର ବନ୍ଦ କର ‘ବିକଶିତ ଭାରତ’ ହ୍ଵାଟସଆପ ମେସେଜ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଆକ୍ସନ ମୋଡରେ ନିର୍ବାଚନ ଆୟୋଗ । ଗତ କିଛି ଦିନ ଧରି ହ୍ଵାଟସଆପରେ ମୋଦୀଙ୍କ ବିକଶିତ ଭାରତ ନାମରେ ପଠାଯାଉଥିବା ମେସେଜ ଜରିଆରେ ଦଳର ନିର୍ବାଚନୀ ପ୍ରଚାର କରାଯାଉଥିଲା । ବର୍ତ୍ତମାନ ଏହି ମେସେଜ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ ।…

ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଦେଶର ସମ୍ପୂର୍ଣ୍ଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ 19 ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭ ରେ, ଚତୁର୍ଥ ପର୍ଯ୍ୟାୟ ମେ ୧୩ ରେ,…

‘କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ୍, ଆମ ପାଖରେ ୨ ଟଙ୍କା ବି ନାହିଁ’

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପୂର୍ବରୁ ଗୁରୁବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଯେଉଁଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି । ନିର୍ବାଚନରେ…