Latest Odisha News

BREAKING NEWS

ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ଯାଜପୁର: କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି ନେଇ ଏକ ଦାବିପତ୍ର ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ବୃଦ୍ଧି, କୃଷକ ମାନଙ୍କୁ ଭତା, ସ୍ୱାସ୍ଥ୍ୟ ସୁବିଧା ସମେତ ଅନ୍ୟାନ୍ୟ ଦାବି…

ସଡକ ଦୁର୍ଘଟଣାରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଥିରିମାନେ ଗୁରୁତର

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଲାହିରୁ ଥିରିମାନେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ସେ ତାଙ୍କ କାରରେ ଯାଉଥିବା ବେଳେ ଏହା ଆଉ ଏକ ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତାଙ୍କ ସହ ସେହି କାରରେ ଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆହତ: ମୁଣ୍ଡରେ ଲାଗିଛି ଗଭୀର ଆଘାତ, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। ତାଙ୍କ ମୁଣ୍ଡରୁ ରକ୍ତ ଝରିବାରୁ ଚିକିତ୍ସା ପାଇଁ ତାଙ୍କୁ କୋଲକତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ…

ତିସରୀ ବେଗମ ଫିଲ୍ମରୁ ଜୟ ଶ୍ରୀରାମ କାଟିବାକୁ ମନା କଲେ କେସି ବୋକାଡିୟା

ମୁମ୍ବାଇ: ରାଜେଶ ଖାନ୍ନା, ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁଙ୍କ ପରି ସୁପରଷ୍ଟାରଙ୍କ ସହ କାମ କରିଥିବା ନିର୍ମାତା ଓ ନିର୍ଦ୍ଦେଶକ କେସି ବୋକାଡିୟା ଏବେ ତାଙ୍କ ଆଗାମୀ ଫିଲ୍ମ ନେଇ ଅଡୁଆରେ ପଡିଛନ୍ତି । ସେନ୍ସର ବୋର୍ଡ ତାଙ୍କର ତିସରୀ ବେଗମ ଫିଲ୍ମରୁ ଜୟ ଶ୍ରୀ ରାମ ହଟେଇବା ପାଇଁ କହିଛନ୍ତି ।…

ବିଡିଏର ଭରତପୁର ନେଚର ପାର୍କ ଉଦଘାଟିତ

ଭୁବନେଶ୍ବର: ଭରତପୁରସ୍ଥିତ ପ୍ରକୃତି ଉଦ୍ୟାନକୁ ଆଜି ବିଧାୟକ (ଉତ୍ତର) ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ବାରା ପରିଚାଳିତ ଏହି ପାର୍କର ଉଦ୍ଘାଟନୀ ଉତ୍ସବରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ ବିଡିଏ ଅଧିକାରୀମାନେ…

ଏମ୍‌ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍…

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍‌ସ ଭୁବନେଶ୍ୱର। ହସ୍‌ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ…

ରଣଜୀ ଟ୍ରଫି: ମୁମ୍ବାଇକୁ ୪୨ତମ ଟାଇଟଲ

ନୂଆଦିଲ୍ଲୀ: ୮ ବର୍ଷ ପରେ ମୁମ୍ବାଇ ପୂନର୍ବାର ରଣଜୀ ଟ୍ରଫି ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ଫାଇନାଲରେ ବିଦର୍ଭକୁ ୧୬୯ ରନରେ ହରାଇ ମୁମ୍ବାଇ ୪୨ତମ ଟାଇଟଲ ହାସଲ କରି ଇତିହାସ ରଚିଛି । ମୁମ୍ବାଇ ୫୩୮ ରନର ବିଶାଳ ଲକ୍ଷ୍ୟ ବିଦର୍ଭ ସମ୍ମୁଖରେ ରଖିଥିଲା । ପ୍ରଥମ ଇନିଂସରେ ଭଲ ବ୍ୟାଟିଂ…

ଆଇପିଏଲରେ ଅପମାନଜନକ ଢ଼ଙ୍ଗରେ ବାଦ ପଡିଥିବା ଅଧିନାୟକ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ସଂସ୍କରଣ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଷ୍ଟିଭ ସ୍ମିଥ ଉପରେ ଭରୋଷା ରଖିଛି । ଆସନ୍ତୁ ନଜର ପକାଇବେ ଆଇପିଏଲରେ କିଭଳି କେତେକ ଖେଳାଳି ଅପମାନଜନକ…

ବିଜେଡି-ବିଜେପି ମେଣ୍ଟରେ ରହିଛି ଏଇ ୬ଟି ବାଧା !

ଭୁବନେଶ୍ଵର: ଗତ ସପ୍ତାହରୁ ମେଣ୍ଟ ଚର୍ଚ୍ଚାକୁ ନେଇ ଉଠୁଛି ପଡୁଛି ଓଡିଶା ରାଜନୀତି । ବିଜେଡି-ବିଜେପି ଏକାଠି ହେବେ, ନା ଧରିବେ ଅଲଗା ରାସ୍ତା । ଶୀର୍ଷ ନେତୃତ୍ୱ ରାଜି ହେବା ପରେ ବି କାହିଁକି ସରୁନି ମେଣ୍ଟ ସସପେନ୍ସ । କୁହାଯାଉଛି, ମେଣ୍ଟ ରାସ୍ତାରେ ରହିଛି ଏଇ ୬ଟି ବାଧା । ରାଜ୍ୟ…

ସାମ୍ନାକୁ ଆସିଲା ୨୦୦୨ ଅକ୍ଷରାଧାମ ମନ୍ଦିର ଆକ୍ରମଣର ମାଷ୍ଟରମାଇଣ୍ଡ, ଆମେରିକା ପାଖରେ ମଧ୍ୟ ନଥିଲା ଏହାର ଫଟୋ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ୨୦୦୨ ଅକ୍ଷରାଧାମ ମନ୍ଦିର ଆକ୍ରମଣର ମାଷ୍ଟରମାଇଣ୍ଡ । ପୁଣି ଦେଲା ଭାରତକୁ ଧମକ । ୨୦୦୨ରେ ଗୁଜରାଟ ଗାନ୍ଧୀନଗରର ଅକ୍ଷରାଧାମ ମନ୍ଦିର ଆକ୍ରମଣ ସମେତ ଅନେକ ବଡ ବଡ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଫରହାତୁଲ୍ଲା ଗୋରୀର ଏକ ଭିଡିଓ ଜାରି କରିଛି ଆଇଏସଆଇ । ଯେଉଁ…