Latest Odisha News

BREAKING NEWS

କବିତା : ମୁଁ ଶକ୍ତ ଅଥଚ ସିକ୍ତ

ଶକ୍ତିପ୍ରଦା ମହାପାତ୍ର ମୁଁ କଳା ମାର୍ବଲ ଚଟାଣ ଉପରେ ପଡ଼ିଥିବା କଳା ମଚମଚ ସୋରିଷ କଣିକାଏ ମତେ କ'ଣ ଉଠେଇବାର ଆସ୍ପର୍ଦ୍ଧା କା'ର ଅଛି ? ମୁଁ ନୀରବ ମନର ଗଭୀର ପିପାସା ଯେତେ ମାପିଲେ ବି ମୁଁ ଅଶେଷ ମତେ ମାପିବାର ଅଭିପ୍ରାୟ କା'ର ଅଛି…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ । ଏହି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ରତ୍ନବେଦୀରେ ଚତୁର୍ଦ୍ଧାମୂରତୀଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ । ଏନେଇ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।…

ସାଧାରଣ ନିର୍ବାଚନରେ ଖୋଲାଯିବ ଆଦର୍ଶ ମତଦାନ କେନ୍ଦ୍ର

ଭୁବନେଶ୍ୱର: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନ ସଭା ନିର୍ବାଚନରେ ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ନିମନ୍ତେ ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯିବା ପାଇଁ ସ୍ଥିର କରାଯାଇଛି । ନିର୍ବାଚନ ସମୟରେ ନିର୍ବାଚକ ବା ଭୋଟରମାନେ…

ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସେବାୟତଙ୍କୁ ମିଳିବ ୫ଲକ୍ଷ, ପିଲାଙ୍କୁ ୫୦ ହଜାର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି। ଏଥିରେ ବିଭିନ୍ନ ଭତ୍ତା ପରିମାଣ ଓ ସ୍ୱାସ୍ଥ୍ୟ ବୀମାରେ ବୃଦ୍ଧି କରାଯାଇଥିବା ବେଳେ ପରିବାରର ଛାତ୍ରଛାତ୍ରୀଙ୍କ ପ୍ରବେଶିକା ପରୀକ୍ଷା ପାଇଁ…

ସୋନପୁର ରେଳ ଷ୍ଟେସନ ଯାଏଁ ସମ୍ପ୍ରସାରିତ ହେଲା ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି

ସୁବର୍ଣ୍ଣପୁର: ସୋନପୁର ରେଳ ଷ୍ଟେସନରୁ ଆଜି ପୁଣି ଏକ ନୂତନ ଟ୍ରେନର ସମ୍ପ୍ରସାରଣ ହୋଇଛି । ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନକୁ ଆଜି ସୋନପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବଲାଙ୍ଗୀର ସଂସଦ ସଂଙ୍ଗୀତା ସିଂଙ୍ଗ…

ଜେଏନୟୁ: ଜାହାଙ୍ଗୀର ନ୍ୟାଶନାଲ ୟୁନିଭରସିଟି, ବେଙ୍ଗଲ ୧୯୪୭ ଫିଲ୍ମକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡରେ ଏବେ ୨ଟି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଏହା ରିଲିଜ ହେବାକୁ ଥିବାରୁ ସୋସିଆଲ ମିଡିଆରେ ଏ ନେଇ ସମର୍ଥକ ଓ ବିପକ୍ଷ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି । ଉର୍ବଶୀ ରୌତେଲା ଅଭିନୀତ ଜେଏନୟୁ: ଜାହାଙ୍ଗୀର ନ୍ୟାଶନାଲ ୟୁନିଭରସିଟି ଫିଲ୍ମ ପୋଷ୍ଟରରେ…

ପୁଣି ତେଜିଲା ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଟ୍ରଷ୍ଟିକୁ ନେଇ ଗୋବିନ୍ଦ ସାହୁଙ୍କ ପରିବାର ଓ କଲେଜ କର୍ତ୍ତୃପକ୍ଷଙ୍କ…

କଳାହାଣ୍ଡି: ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ଗୋବିନ୍ଦ ସାହୁଙ୍କ ପରିବାର ଏବଂ ମହଲିଙ୍ଗ କଲେଜ କର୍ତ୍ତୃପକ୍ଷ। ବହୁଚର୍ଚ୍ଚିତ ମହାଲିଙ୍ଗ କଲେଜ ଉପରେ ଗୋବିନ୍ଦ ସାହୁଙ୍କ ପରିବାରର ଟ୍ରଷ୍ଟି ମାଲିକାନା ଅଧିକାର ପାଇଁ ପୁଣି ବିବାଦ। ମମିତା ମେହେର ହତ୍ୟାକାଣ୍ଡର ଛାତିଥରା ଘଟଣା ପାଇଁ…

“ଶୀଘ୍ର ନିଅ ମେଣ୍ଟ ନିଷ୍ପତି”

ଭୁବନେଶ୍ବର: ଘୁଂଚି ଘୁଂଚି ଚାଲିଛି ମେଂଟ ପଦ୍ମ । ବିଜେଡି-ବିଜେପି ମେଂଟ ରାସ୍ତାରେ କଂଟା ରାଜ୍ୟ ଗେରୁଆ ଦଳ ନେତା । ଚବିଶ ମହାସମରକୁ ଆଉ ଅଳ୍ପଦିନ । ମେଂଟ ଘୁଂଚିଲେ ଲାଭଠୁ ବଳିଯିବ କ୍ଷତି । ତେଣୁ ଆଜି ରାତି ସୁଦ୍ଧା ନିଷ୍ପତି ନେବାକୁ ଅନୁରୋଧ କରିଛି ବିଜେଡି । ମେଂଟ ଡିଲ୍ ନେଇ ଟପ୍…

ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଭାସୀ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାସ୍ତରରେ ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ…