ୟୁପିରୁ ଲୋକସଭା ନିର୍ବାଚନ ଲଢିବେ କି ଅଭିନେତା ସଞ୍ଜୟ ଦତ୍ତ!
ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ କଂଗ୍ରେସ ମଧ୍ୟ ତା’ର ପାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ଆହ୍ଲାବାଦ(ପ୍ରୟାଗରାଜ) ସିଟ୍ ପାଇଁ କଂଗ୍ରେସ ନୂଆ ଏବଂ ଲୋକପ୍ରିୟ ଚେହେରାକୁ ଖୋଜୁଛି । ଏହାରିଭିତରେ…