ଛତିଶଗଡ଼ରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
ନୂଆଦିଲ୍ଲୀ: ଛତିଶଗଡ଼ ବିଜାପୁର ଜିଲ୍ଲାରେ ସ୍ଥାନୀୟ ବିଜେପି ନେତାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏନେଇ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ତାଙ୍କ ନାଁ କୈଳାସ ନାଗ । ସେ ଜିଲ୍ଲାର ବିଜେପି ‘ବିଜନେସ୍ ସେଲ’ ଅଧିକାରୀ ଥିଲେ। ଏଥିସହ ସେ ଠିକାଦର କାମ ମଧ୍ୟ…