Latest Odisha News

BREAKING NEWS

ମାଲିରେ ମର୍ମନ୍ତୁଦ ଦୁର୍ଘଟଣା;  ୩୧ ମୃତ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସମସ୍ତ ମୃତକ ପଶ୍ଚିମ ଆଫ୍ରିକା ଅଞ୍ଚଳ ମାଲିୟନର ବୋଲି ସୂଚନା ମିଳିଛି । ଗତକାଲି ଅପରାହ୍ନ ୫ ଟାରେ ମାଲିର ପଶ୍ଚିମ ସହର କେନିବା ନିକଟରେ…

ଥମୁନି ଏନଏସି ଦାବି ନିଆଁ; ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ

ସମ୍ବଲପୁର/ବାଲେଶ୍ବର: ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ବାମରା ଓ ବାଲେଶ୍ବରର ଖଇରାରେ ବନ୍ଦ ପାଳନ କରାଯାଇଛି । ରାଜ୍ୟ ସରକାର ୩୫ ଗୋଟି ଏନଏସି ଘୋଷଣା କରିଥିବାବେଳେ ଏଥିରୁ…

ଦେଶର ନୂଆ ଲୋକପାଳ ହେଲେ ଜଷ୍ଟିସ୍‌ ଏ.ଏମ୍‍ ଖାନୱିଲକର

ନୂଆଦିଲ୍ଲୀ: ଦେଶର ନୂଆ ଲୋକପାଳ ଭାବେ ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏ.ଏମ୍‍ ଖାନୱିଲକର । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଜଷ୍ଟିସ ପିନାକୀ ଚନ୍ଦ୍ର ବୋଷ ଲୋକପାଳ ଦାୟିତ୍ୱରୁ ଅବସର ନେବା ପରେ ୨୦୨୨ ମସିହାରୁ ପ୍ରାୟ ଦୁଇବର୍ଷ ହେଲା ଏହି ପଦବୀ…

ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ନେଇ ଟେନସନରେ କି? ଆପଣାନ୍ତୁ ଏସବୁ ଟିପ୍ସ…

ଭୁବନେଶ୍ୱର: ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ନିଜର ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ସନ୍ତୁଳନ ରଖି ପାରୁନାହାନ୍ତି, ଯେଉଁଥିପାଇଁ ସେମାନେ ଟେନସନ୍ ଓ ଚାପରେ ରହୁଛନ୍ତି । ଫଳରେ ପରବର୍ତ୍ତୀ ସମୟରେ ସେମାନେ ମାନସିକ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଚାପରେ…

ଘରର ଏହି ଦିଗରେ ରଖନ୍ତୁ ପାଣି ଭର୍ତ୍ତି ମାଟିର ମାଠିଆ, ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ: ଯଦିଓ ବର୍ତ୍ତମାନ ସମୟରେ ସହରଗୁଡ଼ିକରେ ପାଣିରେ ଭର୍ତ୍ତି ମାଟିପାତ୍ର ଗୁଡ଼ିକ କମ୍ ହୋଇଗଲାଣି, କିନ୍ତୁ ଆଜି ମଧ୍ୟ ଗାଁ ଗୁଡ଼ିକରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଘରେ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ପାଣି ଭର୍ତ୍ତି ମାଟିରେ ନିର୍ମିତ ମାଠିଆ କିମ୍ବା ସୁରେଇ ପାଇବେ । ଯାହାର…

ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି; ଅନାହାରଠୁ ଅଳ୍ପ ଦୂରରେ ଗାଜାବାସୀ

ନୂଆଦିଲ୍ଲୀ: ଇସ୍ରାଏଲ୍-ଗାଜା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଫଳରେ ଉତ୍ତର ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ଦେଖାଦେଇଛି । ଗାଜାବାସୀ ଅନାହାରଠାରୁ ଅଳ୍ପ ଦୂରରେ, ଏଠାରେ ଖାଦ୍ୟର ଅଭାବ ଦେଖାଦେଇଛି । ଜାନୁଆରୀ ୨୩ ଠାରୁ କୌଣସି ସହାୟତା ଉତ୍ତର ଗାଜାର ଲୋକଙ୍କ ନିକଟରେ ପହଞ୍ଚିପାରି ନାହିଁ ।…

ଭୁବନେଶ୍ୱରରେ ବିଲ୍ ଗେଟସ୍‌; ମା’ ମଙ୍ଗଳା ବସ୍ତି ବୁଲିଲେ, ସ୍ଥାନୀୟଲୋକଙ୍କ ହାଲଚାଲ ପଚାରି ବୁଝିଲେ

ଭୁବନେଶ୍ବର: ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ । ଗତକାଲି ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । କୃଷି ଓଡିଶା ପରିଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମ ରହିଥିବାବେଳେ, ଆଜି ସକାଳୁ…

ରାଜ୍ୟସଭା ନିର୍ବାଚନ: ୟୁପି, ହିମାଚଳରେ ବାଜି ମାରିଲା ବିଜେପି, କର୍ଣ୍ଣାଟକରେ କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ରାଜ୍ୟସଭା ଆସନ ପାଇଁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ଜୋରଦାର ରାଜନୈତିକ ନାଟକ ଦେଖିବାକୁ ମିଳିଛି। କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗଣତି ଶେଷ ହେବା ପରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅଜୟ…

ମାଟ୍ରିକ ପରୀକ୍ଷା: କପି କରିବାରେ ସହଯୋଗ କରି ଶିକ୍ଷୟତ୍ରୀ ନିଲମ୍ବିତ

କଟକ: ମାଟ୍ରିକ୍ ପରୀକ୍ଷାରେ କର୍ତ୍ତବ୍ୟରେ ଅବହେଳା ଓ କପି ରୋକିବାରେ ବିଫଳ ହୋଇଥିବା ଅଭିଯୋଗରେ ଜଣେ ସ୍କୁଲ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି। କଟକ ଜିଲ୍ଲା ନରସିଂହପୁର ସ୍ଥିତ ଅନନ୍ତ ନାରାୟଣ ହାଇସ୍କୁଲରେ ନିୟୋଜିତ ଥିବା ଏହି ଶିକ୍ଷୟତ୍ରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ…

କଟକରୁ ଗହଣା କିଣି ଫେରୁଥିବା ବେଳେ ଲୁଟିନେଲେ ଦୁର୍ବୃତ୍ତ

ଢେଙ୍କାନାଳ: ଅନୁଗୁଳ ଜିଲ୍ଲାର ପ୍ରକାଶ ଚନ୍ଦ୍ର ସାହୁ ନାମକ ଜଣେ ଗହଣା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ନଗଦ ଏକ ଲକ୍ଷ ଟଙ୍କା ଓ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି। ପ୍ରକାଶ କହିଛନ୍ତି, ସୁନା ଅଳଙ୍କାର କିଣି କଟକରୁ ଢେଙ୍କାନାଳ…