Latest Odisha News

BREAKING NEWS

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନେକ ବଡ ଯୋଜନା ଗୁଡିକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାର ପୂଜା ଭେଟି ଦେବାକୁ ନିଷ୍ପତ୍ତି ଦେଇଛନ୍ତି । ତେବେ…

ଯୋଗାଣ ବିଭାଗ ଉଚ୍ଚସ୍ତରୀୟ ଟିମ୍‌ର ଛତିଶଗଡ଼ ଗସ୍ତ

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀ ମାନଙ୍କୁ ବୋନସ ପ୍ରଦାନ ପ୍ରକ୍ରିୟା ସମ୍ପର୍କରେ ଜାଣିବା ପାଇଁ ରାଜ୍ୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ନିକଟରେ ଛତିଶଗଡ଼ ଗସ୍ତ କରିଥିଲେ । ସେଠାରେ କ୍ଷେତ୍ର ପରିଦର୍ଶନ ସହ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ, ଧାନ ସଂରକ୍ଷଣ ଏବଂ…

ସବ ଜୁନିୟର ମହିଳା ହକି: ରାଉରକେଲା ସ୍ପୋର୍ଟ୍ସ ହଷ୍ଟେଲ ଚାମ୍ପିୟନ

ରାଉରକେଲା: ରାଜ୍ୟସ୍ତରୀୟ ସବ ଜୁନିୟର ମହିଳା ହକି ଚାମ୍ପିୟନଶିପରେ ରାଉରକେଲା ସ୍ପୋଟ୍ସ ହଷ୍ଟେଲ ଚାମ୍ପିୟନ ହୋଇଛି । ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ରାଉରକେଲା ସ୍ପୋର୍ଟ୍ସ ହଷ୍ଟେଲ ଓ ସୁନ୍ଦରଗଡ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ବେଶ ରୋମାଂଚକର ହୋଇଥିଲା । ନିର୍ଦ୍ଧାରିତ ସମୟରେ କେହି…

ଉଛୁଳୁଛି ହୀରାକୁଦ ଜଳଭଣ୍ଡାର, କ୍ରାଷ୍ଟ ଗେଟ୍ ଦେଇ ଲିକ୍ ହେଉଛି ପାଣି

ସମ୍ବଲପୁର: ଲିକ୍ ହେଉଛି ପାଣି । ଉଛୁଳୁଛି ହୀରାକୁଦ। ହୀରାକୁଦର କ୍ରାଷ୍ଟ ଗେଟ୍ ଦେଇ ପାଣି ଲିକ୍‌ ହେଉଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୩୦ଫୁଟ ଥିବା ବେଳେ ସମସ୍ତ ଗେଟ୍ ବନ୍ଦ ରଖିଛନ୍ତି ହୀରାକୁଦ କତ୍ତୃପକ୍ଷ । ସେପଟେ ଉପରମୁଣ୍ଡରୁ ୪୧ ହଜାର କ୍ୟୁସେକ୍…

ମହିଳା ଟି୨୦ ବିଶ୍ୱକପ : ଦଶନ୍ଧି ପରେ ବାଂଲାଦେଶ ହାସଲ କଲା ବିଜୟ

ଶାରଜା: ଟି୨୦ ମହିଳା ବିଶ୍ୱକପର ପ୍ରଥମ ମ୍ୟାଚରେ ସ୍କଟଲାଣ୍ଡକୁ ୧୬ ରନରେ ହରାଇ ବାଂଲାଦେଶ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ବାଂଲାଦେଶ ମହିଳା ଟିମ ଟିମ ପ୍ରାୟ ଦଶନ୍ଧି ପରେ ବିଶ୍ୱକପରେ ବିଜୟ ହାସଲ କରିଛି । ଏହି ଐତିହାସିକ ବିଜୟ ପରେ ଖେଳାଳିମାନେ ଭାବପ୍ରବଣ ହୋଇ ପଡିଥିଲେ । ଏଥର ଟି୨୦…

ବାବା ଧବଳେଶ୍ବରଙ୍କ ପୀଠରେ କାର୍ତ୍ତିକ ବ୍ରତ ଏବଂ ବଡଓଷା ପାଇଁ ପ୍ରସ୍ତୁତି ଆରମ୍ଭ

କଟକ: କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ଵର ପୀଠରେ ଚଳିତ କର୍ତ୍ତିକ ମାସ ପୂଜା ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଚଳିତମାସ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଛି । ଏହା ଏକ ମାସ ଧରି ଚାଲିବାକୁ ଥିବା ବେଳେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିବ । ଏହାକୁ…

ତେଲେଙ୍ଗାନା ମନ୍ତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ନାଗାର୍ଜୁନ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ତେଲେଙ୍ଗାନା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିବାଦ ଲାଗି ରହିଛି। ଏହା ମଧ୍ୟରେ ନାଗା ଚେତନ୍ୟଙ୍କ ବାପା ନାଗାର୍ଜୁନ ଆକ୍କିନେନି ତେଲେଙ୍ଗାନା ମନ୍ତ୍ରୀ ତଥା କଂଗ୍ରେସ ନେତା କୋଣ୍ଡା ସୁରେଖାଙ୍କ…

ଶାହାରୁଖଙ୍କ ସହ କୋର୍ଟରୁମ ଡ୍ରାମା କରିବାକୁ ଚାହୁଁଛନ୍ତି ପଠାନ ନିର୍ଦ୍ଦେଶକ

ମୁମ୍ବାଇ: ସୁପରହିଟ ଫିଲ୍ମ ପଠାନର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଶାହାରୁଖ ଖାଁଙ୍କ ସହିତ କୋର୍ଟରୁମ ଡ୍ରାମା ଫିଲ୍ମ କରିବାକୁ ଚାହୁଁଛି । ଦୀର୍ଘ ଦିନ ଧରି ଏ ନେଇ ମୁଁ ଶାହାରୁଖଙ୍କ ସହିତ…

ମାତ୍ର ଗୋଟେ ମିନିଟରେ ଜଣାପଡିବ ଆପଣ କ୍ୟାନ୍ସରରେ ପୀଡିତ କି ନାହିଁ…

କାନପୁର: ଏବେ ମାତ୍ର ଗୋଟିଏ ମିନିଟରେ ଜଣାପଡିବ ଆପଣ କର୍କଟ ରୋଗରେ ପୀଡିତ କି ନାହିଁ । ଆଇଆଇଟି କାନପୁର ଏପରି ଏକ ଆଶ୍ଚର୍ଯ୍ୟଜନକ ଡିଭାଇସ ପ୍ରସ୍ତୁତ କରିଛି ଯାହା ଦ୍ଵାରା ମାତ୍ର ୬୦ ସେକେଣ୍ଡରେ କର୍କଟ ରୋଗରେ ପୀଡିତ କି ନାହିଁ ତାହା ଜଣାପଡିବ । ତେବେ ଏହି ଡିଭାଇସଟି କେବଳ ମୁଖ କର୍କଟ…

ନକଲି ଏସବିଆଇ ଶାଖା, ମୋଟା ଦରମାରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଥିଲା 

ରାୟପୁର: ଛତିଶଗଡର ମାଲଖରୋଡା ଥାନା ଅଞ୍ଚଳର ଖାପୋରା ଗ୍ରାମରେ ଏକ ବ୍ୟାଙ୍କର ନକଲି ଶାଖା ଖୋଲିଥିବା ନେଇ ଅଭିଯୋଗ ହୋଇଛି। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ଗାଁର କୌଣସି ବ୍ୟକ୍ତି ଏହି ଶାଖାରେ ଟଙ୍କା ଜମା କରୁନାହାଁନ୍ତି। ବରଂ ଏସବିଆଇରେ…