Latest Odisha News

BREAKING NEWS

ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ

ମୁମ୍ବାଇ: ଦୀର୍ଘ ଦିନ ଧରି ଆଘାତ ସମସ୍ୟାରେ ପଡିବା ପରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ଡିୱାଇ ପାଟିଲ ଟି୨୦ କପରେ ଭାରତ କର୍ପୋରେଶନ ଲିମିଟେଡ ବିପକ୍ଷ ମ୍ୟାଚରେ ସେ ରିଲାଏନ୍ସ ୱାନ ପକ୍ଷରୁ ଖେଳିଥିଲେ । ୩ ଓଭର…

ସୁଜାତା କୁଜୁରଙ୍କ ସ୍ୱପ୍ନ ଭାରତୀୟ ମହିଳା ହକି ଟିମରେ ସୁଯୋଗ ପାଇବା

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ପ୍ରଭାବୀ ପ୍ରଦର୍ଶନ କରି ଉଦୀୟମାନ ମହିଳା ହକି ଖେଳାଳି ସୁଜାତା କୁଜୁର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ସୁଜାତାଙ୍କ ନେତୃତ୍ୱରେ ସମ୍ବଲପୁର ୟୁନିଭରସିଟି ଫାଇନାଲରେ ଆଇଟିଏମ ୟୁନିଭରସିଟିକୁ ହରାଇ ଚାମ୍ପିୟନ ହୋଇଛି । ୨୦ ବର୍ଷୀୟା…

ମାର୍ଚ୍ଚ ୫ ତାରିଖରେ +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଦିଆଯିବ ‘ମ୍ୟାଜିକ କାର୍ଡ’: ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ କରିଥିଲେ। ଏହି ଜିଲ୍ଲାଗୁଡ଼ିକରେ ନୂଆ-ଓ ସ୍କଲାରସିପ୍ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ୫୭ଟି କଲେଜର ଛାତ୍ରଛାତ୍ରୀଙ୍କ…

ଓ୍ବାଏନାଡ ନୁହଁ ଅନ୍ୟ ଦୁଇ ରାଜ୍ୟର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ କେରଳର ୱାଏନାଡରେ ଥିବା ନିଜ ସଂସଦୀୟ ଆସନ ଛାଡିପାରନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କୁହାଯାଉଛି ଯେ ରାହୁଲ ଗାନ୍ଧୀ ନିର୍ବାଚନରେ ଦୁଇଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଗୋଟିଏ କର୍ଣ୍ଣାଟକ କିମ୍ବା ତେଲେଙ୍ଗାନା ଏବଂ…

ଆଧାର କାର୍ଡ ନଥିଲେ ଭୋଟରଙ୍କୁ ଭୋଟ୍ ଦେବାକୁ ବାରଣ କରାଯିବ ନାହିଁ: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଧାର କାର୍ଡ ନଥିଲେ ଭୋଟରଙ୍କୁ ଭୋଟ୍ ଦେବାକୁ ବାରଣ କରାଯିବ ନାହିଁ ବୋଲି ନିର୍ବାଚନ କମିଶନ ତୃଣମୂଳ କଂଗ୍ରେସ (ଟିଏମସି)ର ଏକ ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି। ଭୋଟରମାନେ ନିଜର ଭୋଟର ପରିଚୟ ପତ୍ର କିମ୍ବା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ପରିଚୟ ପତ୍ର ବ୍ୟବହାର କରି ଭୋଟ୍…

ବିନା ଲୋକପାଇଲଟରେ ୮୦ କିଲୋମିଟର ଗଡିଲା ମାଲବାହୀ ଟ୍ରେନ, କେମିତି ଅଟକିଲା?

ଶ୍ରୀନଗର: ଚିପ୍ ପଥର ବୋଝେଇ ଏକ ୫୩ ଓ୍ଵାଗନ୍ ମାଲବାହୀ ଟ୍ରେନ୍ ରବିବାର ଜମ୍ମୁ-କଶ୍ମୀରର କଠୁଆରୁ ପଞ୍ଜାବର ହୋସିଆରପୁର ଜିଲ୍ଲାର ଏକ ଗାଁକୁ ବିନା ପାଇଲଟରେ ଯାତ୍ରା କରିଛି। ଲୋକପାଇଲଟ ନଥିବା ଏହି ଟ୍ରେନ୍ ୬ଟି ଷ୍ଟେସନ ଓ ୮୦ କିଲୋମିଟର ଅତିକ୍ରମ କରି ସପ୍ତମ ଷ୍ଟେସନରେ ବାଲି ବ୍ୟାଗ୍…

ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନା ହେବ ‘ଆମ ହସ୍ପିଟାଲ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ ବିଏମଆରସି କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ…

ନିଲମ୍ବନ ଆଦେଶ ଉଠିଥିଲେ ବି ଚିରଞ୍ଜୀବୀ ବିଶ୍ବାଳଙ୍କ ମନରେ ରହିଛି ଅସନ୍ତୋଷ?

ଜଗତସିଂହପୁର: ଜଗତସିଂହପୁରର ପୂର୍ବତନ ବିଧାୟକ ତଥା ସ୍ବର୍ଗତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ ଚିରଞ୍ଜୀବୀ ବିଶ୍ବାଳଙ୍କୁ ନେଇ ଜିଲ୍ଲାରେ ଭିନ୍ନ ଚର୍ଚ୍ଚା। ଅନ୍ତିମ ନିର୍ବାଚନରେ ହାରିବା ପରେ ରବିବାର ଜିଲ୍ଲାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ହେଲେ…

ଭଦ୍ରକ ରେଳ ଷ୍ଟେସନ କାର୍ଯ୍ୟକ୍ରମରେ ବିଜେଡି ନେତାଙ୍କ ଉପସ୍ଥିତିକୁ ନେଇ ବିଜେପି ଉଠାଇଲା ଆପତ୍ତି

ଭଦ୍ରକ: ଅମୃତ ଯୋଜନା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରେଳ ଷ୍ଟେସନର ଭିତ୍ତିଭୂମି ଏବଂ ଉଦଘାଟନ କରୁଥିବା ବେଳେ ଭଦ୍ରକରେ ଏକ ସମାରୋହରେ ମଞ୍ଚରେ ବିଜୁ ଜନତା ଦଳର ଜଣେ ନେତାଙ୍କ ଉପସ୍ଥିତିକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବିଜେଡି ନେତା ତଥା ଧାମନଗରର ପୂର୍ବତନ…

ରାଜ୍ୟ ସରକାରଙ୍କ ଏନଏସି ଘୋଷଣା ବେଆଇନ, ଭୂଆଁ ବୁଲାଉଛନ୍ତି ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ରାଜ୍ୟର ୩୫ଟି ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିଛନ୍ତି। ସଦ୍ୟ ଘୋଷଣା ହୋଇଥିବା ୩୫ ଏବଂ ପୂର୍ବରୁ ଥିବା ୬୭ ଜ୍ଞାପିତ ଅଞ୍ଚଳ ପରିଷଦକୁ ମିଶାଇ ସର୍ବମୋଟ ଏନଏସି ସଂଖ୍ୟା ୧୦୨ରେ ପହଞ୍ଚିଛି । ଯଦିଓ ଏବେ ବି ଅନେକ ସ୍ଥାନକୁ…