ହତ୍ୟା ଅଭିଯୋଗରେ ଗିରଫ ପରେ ବିଜେଡିରୁ ନିଲମ୍ବିତ ହେଲେ ବିସିଜେଡି ନେତା
ଗଜପତି: ଜିଲ୍ଲା ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ଉପସଭାପତି ଅମିତ କୁମାର ପଟ୍ଟନାୟକଙ୍କୁ ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି।
ପାରଳାଖେମୁଣ୍ଡି କରଣାସାହିରେ ରହୁଥିବା ଅମିତ ପଟ୍ଟନାୟକଙ୍କ ବିରୋଧରେ ସେହି ଗାଁରେ ରହୁଥିବା ୭୨ ବର୍ଷୀୟା…