Delhi Riots: ଦିଲ୍ଲୀ ଦଙ୍ଗା ମାମଲା: ୨ମୁଖ୍ୟ ଅଭିଯୁକ୍ତ ଶର୍ଜିଲ-ଉମରଙ୍କ ଜାମିନ୍ କାହିଁକି ଖାରଜ୍ କଲେ…
ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଅଭିଯୁକ୍ତ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆଜି ୨୦୨୦ରେ ଘଟିଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅନ୍ୟପଟେ ଜେଲରେ ଥିବା ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ୧୨ଟି ସର୍ତ୍ତ ସହିତ…