ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ମା ଓ ପୁଅ ଅଟକ
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଜଣେ ମହିଳା ଏବଂ ତାଙ୍କ ପୁଅକୁ ୪୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ରଖିବା ଅଭିଯୋଗରେ ବୁଧବାର ଦିନ ଅଟକ ରଖାଯାଇଛି।
ସୂଚନା ଅନୁଯାୟୀ, ଅବକାରୀ ବିଭାଗର ଅଧିକାରୀମାନେ ଚଢାଉ ସମୟରେ ଦୁଇଜଣଙ୍କଠାରୁ ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଅଭିଯୁକ୍ତ ମାନେ ଲୋକନାଥ…