Latest Odisha News

BREAKING NEWS

ଧରାପଡ଼ିବା ପରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ପ୍ରଥମ ଫଟୋ ଜାରି କଲେ ଟ୍ରମ୍ପ

ୱାଶିଂଟନ: ଭେନେଜୁଏଲାର ରାଜଧାନୀ କରାକସରେ ଆକ୍ରମଣ ପରେ, ଶନିବାର ଆମେରିକା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରି ଦେଶରୁ ବାହରକୁ ନେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥଆଉଟରେ ଏକ ଆଶ୍ଚର୍ଯ୍ୟଜନକ ଫଟୋ ଜାରି କରିଛନ୍ତି । ଫଟୋରେ, ଭେନେଜୁଏଲାର…

BrownSugar: ବ୍ରାଉନ୍‌ସୁଗାର ବେପାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ, ୨୦୨୦ରେ ଧରାପଡିଥିଲା…

ଭୁବନେଶ୍ବର:ବ୍ରାଉନ୍‌ସୁଗାର ବେପାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ସେସନ୍ କୋର୍ଟ-୩ । ଅଭିଯୁକ୍ତ ସେକ ହାସିମ ବକ୍ସକୁ ୨୦ବର୍ଷ ଜେଲ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡ ମିଳିଛି । ଯଦି ଏକ ଲକ୍ଷ ଟଙ୍କା ଜୋରିମାନା ନଦିଅନ୍ତି ଆହୁରି ଦୁଇ ବର୍ଷ…

Football Match: ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ଉତ୍ତେଜନା

ବ୍ରହ୍ମପୁର: ମ୍ୟାଚ ବେଳେ ଅଭାବନୀୟ ଘଟଣା ।ଶନିବାର ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ବେଳେ ଉତ୍ତେଜନା । ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ସୂଚନାଥାଉକି,ଭଞ୍ଜନଗର ଟିମ୍‌ ଏବଂ…

Ama Bus Hits Auto:ଆମ ବସ୍‌ ଡ୍ରାଇଭର ଗିରଫ; ଅଟୋକୁ ପଛରୁ ଦେଇଥିଲା ଧକ୍କା

ଭୁବନେଶ୍ବର:ରୁପାଲି ଛକରେ ଦୁର୍ଘଟଣା ଘଟାଇଥିବା ଆମ ବସ୍‌ ଡ୍ରାଇଭର ଗିରଫ । ଗିରଫ ଚାଳକ ହେଲେ ସଚିତ୍ର ସାହୁ। ତାଙ୍କର ବୟସ ୫୫ ବର୍ଷ। ତାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ ଆଧାରରେ ଗିରଫ କରାଯାଇଛି। CCTV ଫୁଟେଜରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବସଟି ପଛପଟୁ ଠିଆ ହୋଇଥିବା ଏକ…

No Reels Allowed: ସରକାରୀ ଅଫିସ୍‌ରେ ରିଲ୍ସ କଟକଣା; ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର:ସରକାରୀ ଅଫିସ୍‌ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା ।ଗୃହ ବିଭାଗ ଜାରି କଲା କଡା ନିର୍ଦ୍ଦେଶାନାମା । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ରିଲ୍ସ କରିବା ଉପରେ କଟକଣା ଲାଗୁ ହୋଇଛି । ଏଥିସହ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହି କଟକଣା ଲାଗୁ ହୋଇଛି ।…

Gopalpur Beach Festival: ୫ଦିନ ପାଳିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ; ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରୁ…

ବ୍ରହ୍ମପୁର:ଆସନ୍ତା ୨୨ ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଉତ୍ସବ ଗୋପାଳପୁର ବେଳାଭୂମିରେ ପାଳନ କରାଯିବ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହୋତ୍ସବ ୫ଦିନ ପାଳିତ ହେବ । ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ପ୍ରଦକ୍ଷଣ ସମ୍ମିଳନୀ ଗୃହରେ…

ରାଜଧାନୀରେ ନୂତନ ସହର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପ୍ରକଳ୍ପର ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ । ଭୁବନେଶ୍ୱରରେ ପ୍ରସ୍ତାବିତ ନୂତନ ସହର ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତି ସମ୍ବନ୍ଧୀୟ ସେବା କ୍ଷେତ୍ରର ଖସଡାକୁ ଅନ୍ତିମ ରୂପ ଦେବା ଉଦ୍ଦେଶ୍ୟରେ…

Air Pollution: ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ; ୭ ଦିନ ପାଇଁ ଜାରି ହେଲା କଟକଣା

ଅନୁଗୁଳ: ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ଏଠାରେ ଏକ୍ୟୁଆଇ ୩୫୫ ରହିଛି । ଏହା ପରକୁ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟରେ ରହିଛି । ଏହାପରେ ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା…

MGNREGA Name Change: ଜାନୁଆରୀ ୮ରୁ ମନରେଗା ବଞ୍ଚାଅ ଆନ୍ଦୋଳନ କରିବ କଂଗ୍ରେସ;ତୃଣମୂଳ ସ୍ତରରୁ…

ଭୁବନେଶ୍ବର: ମନରେଗା ନାଁ ବଦଳେଇବା ପ୍ରସଙ୍ଗକୁ ନେଇ କଂଗ୍ରେସ କରିବ ଆନ୍ଦୋଳନ। ଜାନୁଆରୀ ୮ରୁ ଫେବୃଆରୀ ୨୫ ଯାଏଁ ତୃଣମୂଳ ସ୍ତରରୁ ରାଜ୍ୟସ୍ତରୀୟ ଆନ୍ଦୋଳନର ଚେତାବନୀ ଦେଲା କଂଗ୍ରେସ। ୱାର୍ଡ ସ୍ତରରୁ ବିଧାନସଭା ଘେରାଉ କରିବ କଂଗ୍ରେସ। ପ୍ରେସମିଟ୍‌ରେ ସୂଚନା ଦେଲେ କଂଗ୍ରେସ ନେତା ରଣଦୀପ…

୩୧ ଡିସେମ୍ବର ସୁଦ୍ଧା ୨୪.୮୮ ମିଲିଅନ୍ ଟନରେ ପହଞ୍ଚିଲା ଲୌହ ଧାତୁ ଉତ୍ପାଦନ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମସି) ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ ଖଣିଜ ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି କରିଛି । ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଲୁହା ପଥର ଉତ୍ପାଦନ ୨୪.୮୮ ମିଲିଅନ୍ ଟନ୍ (MT)ରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷ ବା ୨୦୨୪-୨୫ ବର୍ଷର ଡିସେମ୍ବର ମାସ…