ୟଶଙ୍କ ‘ଟକ୍ସିକ୍’ର ନୂଆ ରିଲିଜ୍ ଡେଟ୍ ଘୋଷଣା, ଏହି ଫିଲ୍ମଗୁଡ଼ିକୁ ଦେବ ଟକ୍କର…
ନୂଆଦିଲ୍ଲୀ: KGF ସୁପରଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର "ଟକ୍ସିକ: ଦି ଫେୟାର ଟେଲ୍"ର ନୂଆ ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି ନିର୍ମାତା।
ଇନଷ୍ଟାଗ୍ରାମରେ ୟଶ ଏକ ନୂଆ ପୋଷ୍ଟର ସେୟାର କରି ଘୋଷଣା କରିଛନ୍ତି ଯେ "ଟକ୍ସିକ" ୨୬ ଅଗଷ୍ଟ, ୨୦୨୬ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ।…