Latest Odisha News

BREAKING NEWS

Jagannath Temple: ଶ୍ରୀମନ୍ଦିର ଉପରେ ଚକ୍କର କାଟିଲା ୨ଟି ଡ୍ରୋନ୍ ;୨ ଅଟକ

ପୁରୀ:ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଗୋଟିଏ ନୁହେଁ ଦୁଇଟି ଡ୍ରୋନ୍ ନୀଳଚକ୍ର ଉପରେ ଉଡୁଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ୫ଟା ୨୫ ମିନିଟରୁ ଦୀର୍ଘ ୩୦ ମିନିଟ୍ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଥିଲା ୨ଟି ଡ୍ରୋନ୍ । ଏହି ଘଟଣାରେ ସିଂହଦ୍ବାର ପୁଲିସ ୨ ଜଣଙ୍କୁ ଅଟକ…

କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର:ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ ନଗରରେ ରହୁଥିବା ଜଣେ ବ୍ୟବାସାୟୀ ପି.ରାଜ ପ୍ରଭାକର ରାଓଙ୍କ ଘରୁ ବଡ଼ ଧରଣର ଲୁଟ ଅଭିଯୋଗ ହୋଇଛି । ପ୍ରାୟ ୧ କିଲୋ ୨୦୦ ଗ୍ରାମର ଓଜନର ସୁନା ଅଳଙ୍କାର ଓ ନଗଦ ୧ ଲକ୍ଷ ୩୦ଶ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘରର…

ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଭୁବନେଶ୍ୱର:ପୁଣି ଥରେ ବିଜେଡିକୁ ଫେରିଲେ ବାଲେଶ୍ବର ଜିଲ୍ଲାର ୨ ଭେଟେରାନ୍ ରାଜନେତା ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ। ଆଜି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଦୁଇ ନେତାଙ୍କ…

ହର୍ଷିତଙ୍କ ବଦଳ ଖେଳାଳି ଭାବେ ସାମିଲ ହେଲେ ନବଦୀପ

କୋଲକାତା: ଆଇପିଏଲ ୨୦୨୬ରୁ କୋଲକାତା ନାଇଟ ରାଇଡର୍ସର ପେସ ବୋଲର ହର୍ଷିତ ରାଣା ଓହରି ଯାଇଛନ୍ତି । ବୁଧବାର କେକେଆର ତାଙ୍କ ବିକଳ୍ପ ଖେଳାଳିଙ୍କ ନାମ ଘୋଷଣା କରିଛି । ନବଦୀପ ସୈନୀଙ୍କୁ ଦଳରେ ସାମିଲ କରାଯାଇଛି । ଚଳିତ ସଂସ୍କରଣରେ କେକେଆରର ବୋଲିଂ ୟୁନିଟ ଅପେକ୍ଷାକୃତ ଦୁର୍ବଳ ହୋଇପଡିଛି ।…

NASSCOM Awards: ସିଏସ୍ଏମ୍ ଟେକ୍ନୋଲୋଜିସ୍ କୁ GovTech ସମ୍ମାନ

ମୁମ୍ବାଇ:ଅଗ୍ରଣୀ ଗଭ୍ଟେକ୍ ସମାଧାନ ପ୍ରଦାନକାରୀ ସିଏସ୍ଏମ୍ (CSM) ଟେକ୍ନୋଲୋଜିସ୍ କୁ ନାସ୍କମ୍ ଏସ୍. ଏମ୍. ଇ. ଇନ୍ସପାୟର (Inspire) ଆୱାର୍ଡସ୍ 2026 (ଚତୁର୍ଥ ସଂସ୍କରଣ) ମୁମ୍ବାଇରେ 'ଟେକ୍ ଏକ୍ସିଲେନ୍ସ ଇନ୍ ଗଭ୍ଟେକ୍' ପୁରସ୍କାରରେ ସମ୍ମାନିତ କରାଯାଇଛି। ସିଏସ୍ଏମ୍. (CSM) ଟେକ୍ନୋଲୋଜିର…

ଆଇପିଏଲ: ଆସନ୍ତୁ ଜାଣିବା କେଉଁ ଦଳ ଜିତିନି ଟାଇଟଲ

ନୂଆଦିଲ୍ଲୀ: ଆଇପିଏଲ ୧୯ତମ ସଂସ୍କରଣରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଏହା ମଧ୍ୟରେ କେତେକ ଟିମ ଏକାଧିକ ଥର ଚାମ୍ପିୟନ ହୋଇଥିବା ବେଳେ ଅନ୍ୟ ଟିମ ଥରେ ବି ଟ୍ରଫି ହାତେଇ ପାରି ନାହାନ୍ତି । ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଲେଖାଏଁ ଟାଇଟଲ ଜିିତି ଆଗରେ ରହିଛନ୍ତି ।…

CPET 2026:ଏହି ତାରିଖରୁ ଆରମ୍ଭ ହେବ CPET ପ୍ରବେଶିକା ପରୀକ୍ଷା;ଆବେଦନ କଲେ ୫୮,୭୦୮ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର:ଆସନ୍ତା ମେ' ମାସ ୫ ତାରିଖରୁ ଆରମ୍ଭ ହେବ CPET (Common PG Entrance Test) ପ୍ରବେଶିକା ପରୀକ୍ଷା। ୫ ମେ' ୨୦୨୬ ରିଖ ଠାରୁ ୧୮ ମେ' ୨୦୨୬ ରିଖ ପର୍ଯ୍ୟନ୍ତ CPET ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ, ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।…

ରସେଲଙ୍କ ୧୨ ନମ୍ବର ଜର୍ସିକୁ ଦିଆଗଲା ଅବସର

କୋଲକାତା: କୋଲକାତା ନାଇଟ ରାଇଡର୍ସ ତାର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ସମ୍ମାନ ପାଇଁ ସେ ବ୍ୟବହାର କରୁଥିବା ଜର୍ସି ନମ୍ବର ୧୨କୁ ଅବସର ଦିଆଯାଇଛି । ରସେଲ ଆଇପିଏଲରେ ୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ କେକେଆର ପକ୍ଷରୁ ଖେଳିଛନ୍ତି । ୨୦୧୭ରେ ସେ ଖେଳି ନ ଥିଲେ । ଗତ ବର୍ଷ…

Global arms smuggling network:ଦିଲ୍ଲୀରେ ଚୀନ୍, ଜର୍ମାନୀ ଏବଂ ତୁର୍କୀରେ ତିଆରି ହାଇଟେକ୍ ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବା ଏକ ମଡ୍ୟୁଲର ପର୍ଦ୍ଦାଫାସ କରିଛି। ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ପାକିସ୍ତାନ,ନେପାଳ ଏବଂ ବାଂଲାଦେଶ ସହିତ ଲିଙ୍କ୍ ଥିବା ଏକ ପ୍ରମୁଖ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚାଲାଣ ମଡ୍ୟୁଲର ପର୍ଦ୍ଦାଫାସ…

Project Kusha: ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ଉପଲବ୍ଧି, ସଫଳ ହେଲା DRDOର ପ୍ରୋଜେକ୍ଟ କୁଶା 

ନୂଆଦିଲ୍ଲୀ: ଭାରତ ଏହାର ବାୟୁ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବାରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏକ ସ୍ୱଦେଶୀ ଦୀର୍ଘ-ପରିସର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପ୍ରୋଜେକ୍ଟ କୁଶାର ପ୍ରଥମ ବିକାଶ ପରୀକ୍ଷଣ ସଫଳତାର ସହ ସମାପ୍ତ କରିଛି।…