SRK turns 60: ବେବି ବୁମରସଙ୍କ ଠାରୁ ଜେନ୍ ଜେଡଙ୍କ ପର୍ଯ୍ୟନ୍ତ…ଆଜି ବି ବଲିଉଡର ବେତାଜ୍ ବାଦଶାହ ଶାହରୁଖ ଖାନ୍
ମୁମ୍ବାଇ: ବଲିଉଡର ବାଦଶାହା ଭାବରେ ଜଣାଶୁଣା ଶାହରୁଖ ଖାନ ଆଜି ତାଙ୍କର ୬୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନୟ ଜଗତରେ ପ୍ରାୟ ସାଢ଼େ ତିନି ଦଶନ୍ଧି ପୂରଣ କରିବା ପରେ, ତାଙ୍କ ପ୍ରଶଂସକମାନେ ତାଙ୍କୁ "କିଙ୍ଗ ଖାନ" ବୋଲି ଡାକନ୍ତି। ଦୂରଦର୍ଶନରେ ପ୍ରସାରିତ ଟିଭି ଧାରାବାହିକ "ଫୌଜି" ସହିତ…