ଫିଫା ବିଶ୍ୱକପ: ଆଚାର ଖାଇ ସୁସ୍ଥ ହେଲେ ରେଫରୀ
ସିଏଟେଲ: ଚଳିତ ଫିଫା ବିଶ୍ୱକପରେ ଆମେରିକା ଓ ଅଷ୍ଟ୍ରେଲିଆ ମ୍ୟାଚରେ ଆଚାର ଜୁସ ପିଇ ରେଫରୀ ସୁସ୍ଥ ହେବା ଚର୍ଚ୍ଚାର କାରଣ ସାଜିଛି । ମ୍ୟାଚର ଅନ୍ତିମ ସମୟରେ ଜର୍ମାନୀର ରେଫରୀ ଫେଲିକ୍ସ ଜ୍ୱେୟର ହଠାତ ମାଂସପେଶୀଜନିତ ସମସ୍ୟା ଯୋଗୁ ପଡିଆରେ ପଡି ଯାଇଥିଲେ । ଏଥିପାଇଁ ଖେଳ କିଛି ସମୟ ବନ୍ଦ…