Latest Odisha News

BREAKING NEWS

ଯାହାକୁ ମେସୀ କୋଳରେ ବସାଇଥିଲେ, ସିଏ ଏବେ କଲେ ଗୋଲ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ରେ ସ୍ପେନ ତାର ଦ୍ୱିତୀୟ ମ୍ୟାଚରେ ସାଉଦି ଆରବକୁ ୪-୦ ଗୋଲରେ ପରାସ୍ତ କରିଛି । ସ୍ପେନର ଲ୍ୟାମିନ ୟନାଲ ୧୦ମ ମିନିଟରେ ଗୋଲ ସ୍କୋର କରିଥିଲେ । ୨୦୦୬ରେ ଆର୍ଜେଂଟିନାର ଲିଓନେଲ ମେସୀ ୧୮ ବର୍ଷ ବୟସରେ ପ୍ରଥମ ବିଶ୍ୱକପ ଖେଳିଥିଲେ । ସେ ସମୟରେ ସେ କମ ବୟସରେ…

ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି: ବିନା ଟିକେଟରେ ଟ୍ରେନରେ ଉଠିଲେ ଦି’ଗୁଣା ଫାଇନ, ଧୁମ୍ରପାନ କଲେ ଜରିମାନା

ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଭାରତୀୟ ରେଲୱେର ବଡ଼ ନିଷ୍ପତ୍ତି। ଏଣିକି ଟ୍ରେନରେ ଧୁମ୍ରପାନ କଲେ କିମ୍ବା କାହାକୁ ଗାଳିଗୁଳଜ କି ଭିକ୍ଷାବୃତ୍ତି କଲେ, ଦେବାକୁ ପଡ଼ିବ ଭାରି ଜରିମାନା। ଜନ ବିଶ୍ବାସ ଅଧିନିୟମ ୨୦୨୬ରେ ବାଜିଲା ମୋହର। ଅଧିନିୟମକୁ ମଞ୍ଜୁରି ପ୍ରଦାନ କରିଛନ୍ତି ମହାମହିମ…

ସଡ଼କ ଦୁର୍ଘଟଣାରେ ଆସିଲା ଚିନ୍ତାଜନକ ରିପୋର୍ଟ; ଗତ ୫ ବର୍ଷରେ ଯାଇଛି ୧.୮ ଲକ୍ଷ ପଦଚାରୀଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣାକୁ ନେଇ ଆସିଲା ଆଶ୍ଚର୍ଯ୍ୟ କଲା ପରି ରିପୋର୍ଟ । କେନ୍ଦ୍ର ସରକାରଙ୍କ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୯ରୁ ୨୦୨୪ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୧.୮ ଲକ୍ଷ ପଦଚାରୀଙ୍କ ମୃତ୍ୟୁ ଘଟିଛି । ମୋଟ୍‌ ପଦଚାରୀଙ୍କ ମୃତ୍ୟୁ ସଂଖ୍ୟାର ୩୧% ଜାତୀୟ…

ଜୁନ୍ ୩୦ ସୁଦ୍ଧା e-KYC ନକଲେ ବନ୍ଦ ହୋଇଯିବ ୩୦୦ ଟଙ୍କାର LPG ସବସିଡି

ନୂଆଦିଲ୍ଲୀ: ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ୍ ସଂଯୋଗ ପାଇଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଛି ଏକ ବଡ଼ ଗାଇଡଲାଇନ୍। ଆସନ୍ତା ଜୁନ୍ ୩୦…

ଗ୍ୟାସ ଲିକ୍ ଘଟଣା: ଚେନ୍ନାଇରେ ପହଞ୍ଚି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓଡ଼ିଶା ସରକାରଙ୍କ ଟିମ୍

ଭୁବନେଶ୍ବର: ଚେନ୍ନାଇରେ ପହଞ୍ଚିଲା ଓଡ଼ିଶା ସରକାରଙ୍କ ଟିମ୍ । ଟିମ୍‌ର ନେତୃତ୍ୱ ନେଉଥିବା ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲା କହିଛନ୍ତି ଯେ, ଜଣେ ଶ୍ରମିକଙ୍କ ମୃତଦେହ ଗତକାଲି ରାତିରେ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ତାଙ୍କର ପୋଷ୍ଟମର୍ଟମ କରାଯିବ ।…

ଦାମୀ କାରରେ ଗଞ୍ଜେଇ ବେପାର: ମହିଳାଙ୍କ ସମେତ ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ: ଥମୁନି ବେଆଇନ ଗଞ୍ଜେଇ ଚାଲାଣ ବେପାର। କେତେବେଳେ କମ୍ବଳ ଭିତରେ ଗଞ୍ଜେଇ ବେପାର କରି ଧରାପଡୁଛନ୍ତି ତ ଆଉ କେତେବେଳେ ଆମ୍ବୁଲାନ୍ସରେ ରୋଗୀ ନେବା ଆଳରେ ଚଲାଇଛନ୍ତି ଚୋରାଚାଲଣ। ଏବେ ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି। ଦାମୀ କାରରେ ଚାଲିଥିଲା ଗଞ୍ଜେଇ ବେପାର। ଦୁଇଟି ଭିନ୍ନ ଭିନ୍ନ…

ପୁଣି ଭିଡ଼ ହିଂସା, ପିଲା ଚୋର ଭାବି ପ୍ରଚଣ୍ଡ ମାଡ଼

ସମ୍ବଲପୁର: ରାୟଗଡ଼ା କଲ୍ୟାଣସିଂହପୁର ହିଂସା ଘଟଣାର କିଛି ସମୟ ନବିତୁଣୁ ସମ୍ବଲପୁରରେ ମଧ୍ୟ ସମାନ ଭିଡ ହିଂସା ଦେଖିବାକୁ ମିଳିଛି। ପିଲା ଚୋର ସନ୍ଦେହରେ କେରଳର ଜଣେ ଶ୍ରମିକଙ୍କୁ ପ୍ରଚଣ୍ଡ ମାଡ଼ ମରାଯାଇଛି। କ୍ଷେତରାଜପୁର ଅଞ୍ଚଳର ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁତର ହୋଇ…

ଗ୍ୟାସ୍ ଲିକ୍ ଘଟଣା; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଶ୍ରମିକମାନଙ୍କ ସହାୟତା ପାଇଁ ତାମିଲନାଡୁ ଗଲେ ୩…

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ବିଷୟରେ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ । ଏହି ଦୁଃଖଦ…

ଟି୨୦ କ୍ରିକେଟରେ ହରମନପ୍ରୀତଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି୨୦ ବିଶ୍ୱକପ ମ୍ୟାଚରେ ଭାରତର ସିନିୟର ଖେଳାଳି ହରମନପ୍ରୀତ କୌର ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୨୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ୧୦ମ ଥର ପାଇଁ…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ଜିତିଲା ତ୍ରିରାଷ୍ଟ୍ରୀୟ ସିରିଜ

ଦାମ୍ବୁଲା: ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏ ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ ଫାଇନାଲରେ ଶ୍ରୀଲଙ୍କା ଏକୁ ହରାଇ ଚାମ୍ପିୟନ ହୋଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ ହରାଇ ୩୭୭ ରନ କରିଥିଲା । ବୈଭବ ୨୯ ବଲରେ ୧୦ ଚୌକା ଓ ୮ ଛକା ସହାୟତାରେ ୯୪ ରନ…