ଆଳୁ ଓ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ଖାଦ୍ୟ ଯୋଗାଣ ବିଭାଗର ଚଢ଼ାଉ
ଭୁବନେଶ୍ବର: ଆଳୁ ପରେ ଏବେ ପିଆଜ ଦର ବୃଦ୍ଧି ପାଇଛି। ଦର ବୃଦ୍ଧି ରୋକିବାକୁ ରେଡ୍। ଭୁବନେଶ୍ୱର ୧ନଂ ହାଟରେ ବିଏମସି ଓ ଯୋଗାଣ ବିଭାଗର ଚଢ଼ାଉ । ଆଳୁ ଓ ପିଆଜ ଦର ଯାଞ୍ଚ ପାଇଁ ୧ନଂ ହାଟରେ ମିଳିତ ରେଡ୍ । ଆଳୁ କେଜି ପିଛା ୩୫ରୁ ୪୦, ପିଆଜ ୫୦ ଟଙ୍କାରେ ବିକ୍ରି ହେଉଛି।
ଦରଦାମର ପୁରୁଣା…