Latest Odisha News

BREAKING NEWS

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ ପୁଣି ଅସୁସ୍ଥ। ଦିଲ୍ଲୀ ଏମ୍‌ସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି । ଗତ ୧୧ରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ଜୁଏଲ୍। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋନହଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରୀଙ୍କ…

କୋଲକାତା ଲଜ୍ଜା: ଆଜି ଅଭିଯୁକ୍ତର ହୋଇପାରେ ପଲିଗ୍ରାଫ୍ ଟେଷ୍ଟ; ସିବିଆଇକୁ ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। ଡାକ୍ତରମାନେ ନିରନ୍ତର ସେମାନଙ୍କ ସୁରକ୍ଷା ଦାବି କରୁଥିବାବେଳେ…

୫ ଜିଲ୍ଲାରେ ତୁହାକୁ ତୁହା ପ୍ରବଳ ବର୍ଷା, ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀ ଜନିତ ନିମ୍ନଚାପରେଖା ଲଘୁଚାପ କେନ୍ଦ୍ରସ୍ଥଳ ଦକ୍ଷିଣ ବାଂଲାଦେଶ ଏବଂ ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବିଜୁଳି ଘଡଘଡି…

ପୁଣି ଅଶାନ୍ତ ପୁରୀ: ପୂର୍ବ ଶତ୍ରୁତାରୁ ଗଡିଲା ମୁଣ୍ଡ, ଦିବ୍ୟାଙ୍ଗଙ୍କୁ ହତ୍ୟା

ପୁରୀ: ପୁରୀ ସହରରେ ପୁଣି ରକ୍ତପାତ । ପୁଣି ଅଶାନ୍ତ ହେଲା ସହର। ଜଣେ ଦିବ୍ୟାଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୯ ଦୁର୍ବୃତ୍ତ। ଆକ୍ରମଣର ଶୀକାର ଦିବ୍ୟାଙ୍ଗଙ୍କ ଚାଲିଗଲା ଜୀବନ। ଖଜା ବେପାରକୁ ନେଇ ଲାଗି ରହିଥିବା ବିବାଦ ପୁଣି ଉଗ୍ରରୂପ ନେଇଥିବା ବେଳେ ଆଜି ଆଉ ଜଣକର ମୁଣ୍ଡ ଗଡ଼ିଛି। ଗତ ୮…

ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଉନ୍ଦପୁରଠାରେ ଅଭାବନୀୟ ଘଟଣା। ଏଠାରେ ଦେଶୀ ମଦ ପିଇ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇଥିବା ଖବର ଆସିଛି। ତେବେ ମଦ ବିଷାକ୍ତ ଥିବାରୁ ସମସ୍ତେ ଅସୁସ୍ଥ ହୋଇ ପଡିଥିବା କୁହାଯାଉଛି। ସମସ୍ତେ ମେଡିକାଲରେ ଭର୍ତ୍ତି ଅଛନ୍ତି । ବିଷାକ୍ତ ଦେଶୀ ମଦ ପିଇ ୧୫ରୁ…

‘ରାଜ୍ୟରେ କୋଟିଏ ସଦସ୍ୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ, ଆସନ୍ତାକାଲିଠୁ ରାଜ୍ୟସ୍ତରୀୟ କର୍ମଶାଳା’

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ନିଜର ସଦସ୍ୟ ସଂଖ୍ୟା କୋଟିଏ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏନେଇ ବିଜେପିର ଆରମ୍ଭ ହେବ ସଦସ୍ୟତା ଅଭିଯାନ । ସମଗ୍ର ଦେଶ ସମେତ ଓଡିଶାରେ ମଧ୍ୟ ବିଜେପିର ସଦ୍ୟସତା ଅଭିଯାନ ଆହୁରି ଆଗକୁ ନେବା ଏବଂ ନୁଆ ସଦସ୍ୟମାନଙ୍କୁ ଦଳରେ ସାମିଲ…

ପୂର୍ବତନ ଯୁବ କଂଗ୍ରେସ ସଭାପତି ସ୍ବର୍ଗତଃ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର: ଆଜି ପୂର୍ବତନ ପ୍ରଦେଶ କଂଗ୍ରେସ ଯୁବ କଂଗ୍ରେସ ସଭାପତି ସ୍ବର୍ଗତଃ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଭୁବନେଶ୍ୱର ସତ୍ୟନଗର ସ୍ଥିତ ଆର୍ ଆର୍ କନଭେନସନ ଠାରେ ସ୍ମୃତିସଂସଦ ପକ୍ଷରୁ ସଂସଦର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ତାରାପ୍ରସାଦ…

ମଙ୍କି ପକ୍ସ ନେଇ ହସ୍ପିଟାଲ ଓ ଏୟାରପୋର୍ଟକୁ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ମଙ୍କି ପକ୍ସ ଭାଇରସ୍ ନେଇ ଏବେ ସାରା ଦୁନିଆରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳିଛି । ମଙ୍କି ପକ୍ସକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ଏୟାରପୋର୍ଟ ଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି । ହସ୍ପିଟାଲ ଗୁଡ଼ିକୁ…

ଯେବେ ଚନ୍ଦ୍ର ଦିଶେ ଅଧିକ ଉଜ୍ଜ୍ୱଳ

ନୂଆଦିଲ୍ଲୀ: ପୂର୍ଣ୍ଣମୀ ଆକାଶରେ ଦେଖିବାକୁ ମିଳିବ ବେଶ୍ ମନୋରମ ଦୃଶ୍ୟ । ଚନ୍ଦ୍ରମା ଦେଖାଯିବ ଆହୁରି ସୁନ୍ଦର, ଆହୁରି ଉଜ୍ଜ୍ୱଳ । ୩୦ ପ୍ରତିଶତରୁ ଅଧିକ କିରଣ ସହ ଝଲସିବ ଚନ୍ଦ୍ରମା । ଚନ୍ଦ୍ର ଆଜି ୧୪ ପ୍ରତିଶତ ବଡ ଦେଖାଯିବ । କାରଣ ଆକାଶରେ ଆଜି ମୁନ୍ ନୁହେଁ, ଦେଖାଯିବ ବ୍ଲୁ ସୁପରମୁନ୍ ।…

ପ୍ରସଙ୍ଗ ପ୍ରସ୍ତୁତ; କମ୍ପିବ ବିଧାନସଭା

ଭୁବନେଶ୍ୱର: ଅଗଷ୍ଟ ୨୦ରୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଗତଥର ଭଳି ଏଥର ବି କମ୍ପିବ ବିଧାନସଭା । ଶାସକ ବିଜେପିକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ହାତରେ ପ୍ରସଙ୍ଗର ଲମ୍ବା ତାଲିକା । ଗତଥର ଓଡିଆ ଅସ୍ମିତା, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ ପ୍ରସଙ୍ଗରେ…