କ୍ୟାପିଟାଲ ଡାକ୍ତରଖାନା ଏବଂ ବକୁଳ ଫାଉଣ୍ଡେସନର ଯାଆଁଳା ଗଛ ଅଭିଯାନ ଲୋକାର୍ପିତ
ଭୁବନେଶ୍ବର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କ୍ୟାପିଟାଲ ଡାକ୍ତରଖାନା ଆଉ ବକୁଳ ଫାଉଣ୍ଡେସନର ଯାଆଁଳା ଗଛ ଅଭିଯାନ ଲୋକାର୍ପିତ ହୋଇଯାଇଛି । ବକୁଳ ଫାଉଣ୍ଡେସନ ପକ୍ଷରୁ ଆରମ୍ଭ ହୋଇଥିବା 'ମୋ ଗଛ' ଅଭିଯାନର ୧୫ ତମ ବର୍ଷ ପୂର୍ତ୍ତି ଅବସରରେ ଏହି ଯାଆଁଳା ଗଛ ଅଭିଯାନର ଶୁଭାରମ୍ଭ ହୋଇଛି…