Latest Odisha News

BREAKING NEWS

Air Quality: ରାଜଧାନୀରେ ହ୍ରାସ ପାଇଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା (AQI) ରେ ଉନ୍ନତି ଆସିଛି, ଯାହା ପୂର୍ବ ଦିନ ୩୭୩ରୁ ହ୍ରାସ ପାଇ ୨୧୮ ହୋଇଛି। ବିଶେଷଜ୍ଞମାନେ ଏହି ପରିବର୍ତ୍ତନକୁ ବର୍ଷା ଏବଂ NCRରେ ପବନର ବେଗ ବୃଦ୍ଧିକୁ ଦାୟୀ କରିଛନ୍ତି। ପାଣିପାଗ ବିଭାଗ ଶନିବାର ହାଲୁକା କୁହୁଡ଼ି…

ଉଡ଼ାଣ ପୂର୍ବରୁ ଷ୍ଟାର୍ ଏୟାରର ବିମାନରେ ଯାନ୍ତ୍ରିକ ତ୍ରୁଟି, ଝାରସୁଗୁଡା ବିମାନ ବନ୍ଦରରେ କଲା ଏମରଜନ୍ସି…

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଉଡ଼ାଣ ଭରିବା ପୂର୍ବରୁ ଟଳିଲା ବଡ଼ ଦୁର୍ଘଟଣା । ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ବର ବିମାନ ବନ୍ଦର ଅଭିମୁଖେ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଷ୍ଟାର୍ ଏୟାରର ବିମାନ ଏସ୍ -୫୨୨୯ରେ ଦେଖାଦେଇଥିଲା ଯାନ୍ତ୍ରିକ…

Pitavas Murder Case: ପୀତବାସ ହତ୍ୟା: ବ୍ରହ୍ମପୁର ଏସ୍‌ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା

କଟକ: ବ୍ରହ୍ମପୁର ଏସ୍‌ପି ଡାକ୍ତର ସରଭଣା ବିବେକ ଏମ୍‌ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପିଙ୍କ ଏକ ବୟାନକୁ ନେଇ ହାଇକୋର୍ଟ ଖପ୍ପା ହୋଇଛନ୍ତି। ଘଟଣାର ପର୍ଦ୍ଦାଫାସ୍ ବେଳେ ନିର୍ବାଚନୀ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଅଡୁଆରେ ଏସ୍‌ପି।…

Babi Das: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ, ଆଦିବାସୀ ଯୁବକଙ୍କୁ ଜୀବନରୁ ମାରିଦେବାକୁ …

ନୂଆପଡ଼ା: ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । ନୂଆପଡ଼ା କୋମନା ଥାନାରେ ବବି ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ଅଭିଯୋଗ କଲେ କୋମନାର ଆଦିବାସୀ ଯୁବକ । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସ୍‌କୁ ଡାକି କାହିଁକି ବିଜେଡି ଛାଡ଼ି ବିଜେପିରେ ବୁଲୁଛି…

Cuttack Baliyatra: କଟକ ପ୍ରଶାସନ ତରଫରୁ ପ୍ରଥମଥର ପାଇଁ ତିଆରି ହୋଇଛି ମୁଖ୍ୟ ଗୀତ “ଆମ ଐତିହାସିକ ବାଲିଯାତ୍ରା”

କଟକ: ଓଡ଼ିଶା–ଐତିହାସିକ ବାଲିଯାତ୍ରାର ଗୌରବ ଓ ଓଡ଼ିଶାର ସଂସ୍କୃତିକ ଐତିହ୍ୟକୁ ସାରା ଦେଶରେ ପ୍ରଚାର କରିବା ପାଇଁ, କଟକ ପ୍ରଶାସନ ତରଫରୁ ପ୍ରଥମଥର ପାଇଁ ଏକ ମୁଖ୍ୟ ଗୀତ ତିଆରି ହୋଇଛି- “ଆମ ଐତିହାସିକ ବାଲିଯାତ୍ରା”। ଏହା ଓଡ଼ିଶାର ପୁରାତନ ବାଣିଜ୍ୟ ଐତିହ୍ୟ, ସାଗରିକ ଗୌରବ ଓ ସଂସ୍କୃତିକ…

Ban on Plastic bottles: ଏଣିକି ଏହି ରାଜ୍ୟର ସରକାରୀ କାର୍ଯ୍ୟାଳୟ ଏବଂ ବୈଠକରେ ବ୍ୟବହାର ହେବନି ପ୍ଲାଷ୍ଟିକ୍…

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବୈଠକରେ ପ୍ଲାଷ୍ଟିକ୍ ପାଣି ବୋତଲ ବ୍ୟବହାର ଉପରେ କଡ଼ା ନିଷେଧ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ସରକାରୀ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟାଳୟରେ କେବଳ ପରିବେଶ ଅନୁକୂଳ…

Naveen’s Rally: ନବୀନଙ୍କ ସଭା ଭଣ୍ଡୁର ପାଇଁ ବିଜେପି କରୁଛି ଉଦ୍ୟମ: ବିଜେଡି

ନୂଆପଡ଼ା: ନୂଆପଡା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ପ୍ରସାର। ବିଭିନ୍ନ ରାଜନୈତିକ ଦଳ ଜୋରସୋର ଆରମ୍ଭ କରିଦେଇଛନ୍ତି ନିର୍ବାଚନ ପ୍ରଚାର। ଏହାରି ଭିତରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି…

Kuldiha Wildlife Sanctuary: ଦୀର୍ଘ ୬ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୁଲଡିହା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଜୁନ ମାସରୁ ପ୍ରକୃତି ପ୍ରେମୀଙ୍କ ପାଇଁ ବନ୍ଦ ରହିଥିଲା। ଗତ ଛଅ ମାସ ଧରି ବନ୍ଦ ରହିଥିବା ଏହି ସ୍ଥାନ ଶନିବାର ଦିନ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଖୋଲିଛି। ତେବେ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କୁ ଗଡାଦସିମୁଲିଆ ଏବଂ…

Key changes in November: ସିଲିଣ୍ଡର ଠାରୁ GST ପଞ୍ଜୀକରଣ ପର୍ଯ୍ୟନ୍ତ, ଆଜିଠୁ ବଦଳିଲା ଏହି ସବୁ ନିୟମ, ବ୍ୟାଙ୍କ…

ନୂଆଦିଲ୍ଲୀ: ନଭେମ୍ବର ଆରମ୍ଭ ସହିତ, ସାଧାରଣ ଜନତାଙ୍କ ପାଇଁ ଅନେକ ବଡ଼ ପରିବର୍ତ୍ତନ ଲାଗୁ କରାଯାଇଛି। କିଛି ପରିବର୍ତ୍ତନ ଆଶ୍ୱସ୍ତି ପ୍ରଦାନ କରବା ସହିତ ଅନ୍ୟଗୁଡ଼ିକ ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ସରକାର ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ନଭେମ୍ବର ୧ ରୁ LPG ସିଲିଣ୍ଡର,…

‘କଂଗ୍ରେସ ସାଂସଦ ୧୦୦% ପାକିସ୍ତାନୀ ଏଜେଣ୍ଟ’ କେଉଁ ନେତାଙ୍କୁ ଇଙ୍ଗିତ କରି କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଏବଂ ସାଂସଦ ଗୌରବ ଗୋଗୋଇ 'ପାକିସ୍ତାନୀ ଏଜେଣ୍ଟ'। ହିମନ୍ତ ଶର୍ମା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ବ୍ରିଟିଶ ପତ୍ନୀଙ୍କ ମାଧ୍ୟମରେ ଗୋଗୋଇଙ୍କ ଉପରେ…