ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ଆସିଲା ନୂଆ ଏସ୍ଓପି, ମହିଳାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଛାଡ଼
ଭୁବନେଶ୍ୱର: ଓଡ଼ିଶାରେ ଆପାର୍ଟମେଣ୍ଟ ବା ଫ୍ଲାଟ୍ କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବଡ଼ ଖବର । ଆପାର୍ଟମେଣ୍ଟ କିଣାବିକା ପାଇଁ ଆସିଲା ସହଜ ନିୟମ। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ଵିତ କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…