Latest Odisha News

BREAKING NEWS

ଲେଡି ବ୍ରାଉନସୁଗର ପେଡଲର ଗ୍ୟାଙ୍ଗ ଉପରେ ଚଢ଼ାଉ; ୮ ଗିରଫ, ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ

ରାଉରକେଲା: 'ନିଶା ମୁକ୍ତ ଓଡ଼ିଶା’ ପାଇଁ ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ପୋଲିସର ବଡ ପଦକ୍ଷେପ । ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ମହିଳା ଡ୍ରଗ୍ସ ସ୍ମଗଲରଙ୍କ ଉପରେ ପୋଲିସ ବଡ଼ ଧରଣର ଚଢ଼ାଉ କରିଛି । ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୬ ଜଣ ମହିଳା…

ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନେଲା OPTCL

ଭୁବନେଶ୍ବର: ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍‌ (OPTCL) ତାର କର୍ମଚାରୀଙ୍କ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ବଢୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି OPTCL ତାର କର୍ମଚାରୀଙ୍କ ସବୁ…

ଏଣିକି ପ୍ରତି ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଉ ଚାଲିବନି ଇନ୍ଧନ ଜାନ

ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ସବୁଜିମାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବନ୍ଦ ହୋଇଛି ଇନ୍ଧନ ଜାନ । ବାଇକ୍, କାର ଆଉ ଅଟୋ ଭଳି ଇନ୍ଧନ ଯାନକୁ ମୁଖ୍ୟ ଫାଟକରେ ଛଡ଼ା ଯାଉନି । ପ୍ରତି ଶନିବାର ଦିନ ଏହି ନିୟମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗୁ…

ସରକାରୀ ଅଧିକାରୀଙ୍କ ବଦଳିକୁ ନେଇ ବଡ଼ ନିଷ୍ପତ୍ତି; ଏଣିକି ୬ ବର୍ଷ…

ଭୁବନେଶ୍ୱର: ବିଭାଗ ଗୁଡ଼ିକରେ ସ୍ୱଚ୍ଛତା, ସମାନତା ଏବଂ ପ୍ରଶାସନିକ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରୀ କର୍ମଚାରୀଙ୍କ ବଦଳି ଏବଂ ପୋଷ୍ଟିଂ ଉପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ,…

ଗାଡ଼ି ଚୋରି ଗ୍ୟାଙ୍ଗର ମୁଖ୍ୟ ସମେତ ୩ ଗିରଫ;ଗାଡ଼ିର ନମ୍ବର ବଦଳାଇ ରାଜ୍ୟ ବାହାରେ ବିକୁଥିଲେ…

ଭୁବନେଶ୍ୱର:ବାଇକ ଚୋର ଗ୍ୟାଙ୍ଗକୁ ଧରିଲା ନୟାପଲ୍ଲୀ ଥାନା ପୋଲିସ । ଚୋରି ପରେ ଗାଡିର ନମ୍ବର ପ୍ଲେଟ ବଦଳାଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ ଅଭିଯୁକ୍ତ । ତେବେ ନୟାପଲ୍ଲୀ ଥାନା ପୋଲିସ ଚଢାଉ କରି ୩ ଜଣ ବାଇକ ଚୋରଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୫ରୁ ଅଧିକ ଚୋରା ବାଇକ ଜବତ…

ଆସନ୍ତା ଜୁନ୍ ୨ ପର୍ଯ୍ୟନ୍ତ ରହିବ ଗ୍ରୀଷ୍ମପ୍ରବାହ; ତାତିରୁ ସତର୍କ ରହିବାକୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଜାରି ରହିଥିବାବେଳେ ଖରାତାତି ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ । ଶନିବାର ଭଦ୍ରକ, କେନ୍ଦ୍ରାପଡା, ସୁନ୍ଦରଗଡ, ବରଗଡ, ଅନୁଗୋଳ, ସୋନପୁର, ବୌଦ୍ଧ ଓ ନୟାଗଡରେ ପ୍ରବଳ ତାତି ଅନୁଭୂତ ହେବନେଇ ଏସବୁ ଜିଲ୍ଲାକୁ ହିଟ ୱେଭ୍‌ ସତର୍କ ସୂଚନା ଜାରି…

Cockroach Janta Party: ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢିପାରିବ କି ‘କକ୍ରୋଚ ଜନତା ପାର୍ଟି’?…

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତିଙ୍କ ଗୋଟିଏ ବୟାନ ଏବେ ଦେଶରେ ହଇଚଇ ସୃଷ୍ଟି କରିଛି । ଉଭା କରିଛି ଦେଶରେ ଏକ ନୂଆ ଅଭିଯାନ, ଯାହା ଏକ ରାଜନୈତିକ ଦଳର ରୂପ ନେଇପାରେ ବୋଲି ଚର୍ଚ୍ଚା । ଯାହାର ପୁରୋଧା ସାଜିଛନ୍ତି GenZ । ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡ କରୁଛି 'କକ୍ରୋଚ ଜନତା…

ପୁଣି ଫେରିଲା କରୋନା !

ନୂଆଦିଲ୍ଲୀ: ପୁଣି ଥରେ ଫେରିଲା କରୋନା ଭୟ ! ପ୍ରାୟ ୬ ବର୍ଷ ପୂର୍ବେ ସାରା ବିଶ୍ୱକୁ ଥରହର କରିଥିବା କରୋନା ଭାଇରସ୍ ଏବେ ପୁଣି ଥରେ ଚିନ୍ତା ବଢ଼ାଇଛି। ବିଶ୍ୱବ୍ୟାପୀ ସଂକ୍ରମଣ କମିବା ପରେ ଏବେ ସିଙ୍ଗାପୁରରେ କରୋନାର କାୟା ବିସ୍ତାର ଦେଖିବାକୁ ମିଳିଛି, ଯାହା ସାରା ବିଶ୍ୱ ପାଇଁ ଏକ ସତର୍କ…

ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ;ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଷ୍ପତ୍ତି…

ପୁରୀ:ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ନିଷ୍ପତ୍ତି ନିଆଯାଇଛି । ଜୁନ୍ ମାସରେ ପୁନର୍ବାର ଆରମ୍ଭ କରିବାକୁ ସ୍ଥିର କରାଯାଇଛି।…