Latest Odisha News

BREAKING NEWS

Terrorist killed: ଲସ୍କରର ଟପ୍ କମାଣ୍ଡର ମୁଜାହିଦକୁ ହତ୍ୟା କଲେ ଅଜ୍ଞାତ ଆକ୍ରମଣକାରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT)ର ଜଣେ ସକ୍ରିୟ ସଦସ୍ୟ ଶେଖ ମୋଇଜ୍ ମୁଜାହିଦଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମୁଜାହିଦର ଘର ବାହାରେ ଘଟିଥିଲା, ଯେଉଁଠାରେ…

ବସ୍‌ ଭିତରେ ୪ ବର୍ଷର ଶିଶୁକୁ ଗଣ ଦୁଷ୍କର୍ମ ମାମଲା: ୨ସେନା କର୍ମଚାରୀଙ୍କୁ ଆଜୀବନ ଦଣ୍ଡାଦେଶ

ବ୍ରହ୍ମପୁର: ୪ ବର୍ଷର ନାବାଳିକା ଶିଶୁକୁ ଗଣଦୁଷ୍କର୍ମ ଘଟଣାର ଦୁଇଜଣଙ୍କୁ ଆଜୀବନ ଦଣ୍ଡାଦେଶ ରାୟ ଶୁଣାଇଲେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ସ୍ବତନ୍ତ୍ର ପୋକ୍ସୋ ଜଜ ପ୍ରଣତି ପଟ୍ଟନାୟକ ବସ୍‌ରେ କାର୍ଯ୍ୟରତ ୨ଜଣ ସେନା କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ…

କମ୍-କାର୍ବନ ନିର୍ମାଣ ଅଭ୍ୟାସ ମାଧ୍ୟମରେ ନିରନ୍ତର ସହରାଞ୍ଚଳ ବିକାଶରେ ଓଡ଼ିଶା ଅଗ୍ରଣୀ ହେବ

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT) ଭୁବନେଶ୍ୱର ଏବଂ ବିକାଶ ବିକଳ୍ପ ଦ୍ୱାରା ମିଳିତ ଭାବରେ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ "ଓଡ଼ିଶାରେ ନିର୍ମିତ ପରିବେଶକୁ ପରିବର୍ତ୍ତନ କରିବା ପାଇଁ କମ-କାର୍ବନ ନିର୍ମାଣ ସାମଗ୍ରୀକୁ ମୁଖ୍ୟଧାରାରେ ପରିଣତ…

Ravi Kishan: ଅଭିନେତା ତଥା ସାସଂଦ ରବି କିଶନଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ଏବଂ ଗୋରଖପୁରରୁ ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଶୁକ୍ଳା ସବୁବେଳେ କୌଣସି ନା କୌଣସି କାରଣରୁ ଖବରର ଶିରୋନାମାରେ ରହିଥାନ୍ତି । ସେ ପୁଣି ଥରେ ଖବରରେ ଅଛନ୍ତି । ବିହାର ବିଧାନସଭା ନିର୍ବାଚନ ମଧ୍ୟରେ, ଅଭିନେତାଙ୍କୁ ହତ୍ୟା ଧମକ ମିଳିଛି । ଏହି…

ଭାରତ ପୁଣି ଦେଖାଇଲା ଦମ୍, ରୁଷରୁ ୫ଟି ତୈଳ ଜାହାଜ କିଣିଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ଚାପ ସତ୍ତ୍ୱେ, ଭାରତ ପୁଣି ଥରେ ଏକ ବଡ଼ ପଦକ୍ଷେପ ନେଇଛି । ଦେଶ ତା'ର ଶକ୍ତି ସ୍ୱାର୍ଥକୁ ପ୍ରାଥମିକତା ଦେଇଛି । ଦେଶର ସର୍ବବୃହତ ରିଫାଇନିଂ କମ୍ପାନୀ, ଇଣ୍ଡିଆନ ଅଏଲ କର୍ପୋରେସନ (IOC) ଡିସେମ୍ବର ମାସ ପାଇଁ…

ଆସନ୍ତାକାଲି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନଭେମ୍ବର ୧ ଅର୍ଥାତ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଭୁବନେଶ୍ୱରର ଇନଫୋ ଭ୍ୟାଲିରେ SiCSem (ଅର୍ଦ୍ଧପରିବାହୀ ନିର୍ମାଣ ୟୁନିଟ୍)ର ଭୂମିପୂଜନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । “ମେକ୍ ଇନ୍ ଇଣ୍ଡିଆ” ଏବଂ…

BMC: ଭୁବନେଶ୍ୱର ମହାନଗର ନିଗମ ଅଧୀନକୁ ଆସିବ ଆହୁରି ୩୧୬ କିଲୋମିଟର ଡ୍ରେନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୩୫ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଏମସି ଅଧୀନକୁ ୩୧୬ କିଲୋମିଟର ଡ୍ରେନ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି । ଉନ୍ନତି ଓ ସହରୀ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଏଥିପାଇଁ…

Ed Office: ଇଡି ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକପୂର୍ଣ୍ଣ ମେଲ୍

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇର ଶାସ୍ତ୍ରୀ ଭବନରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟକୁ RDX ସହିତ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏହି ଧମକ ଇମେଲ୍ ମାଧ୍ୟମରେ ଦିଆଯାଇଥିଲା । ଏହି ଧମକପୂର୍ଣ୍ଣ ଇମେଲ୍ ରେ ଦାବି ହୋଇଛି ଯେ, ଏହି ଧମକ କେ.ଏନ୍. ନେହେରୁ ମାମଲା…

Headmaster In Vigilance Net: ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ପ୍ରଧାନଶିକ୍ଷକ

କନ୍ଧମାଳ: ଲାଞ୍ଚ ନେଇ ଫଶିଲେ ପ୍ରଧାନଶିକ୍ଷକ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କନ୍ଧମାଳ ଜିଲ୍ଲା ବୁଡାଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରଧାନ ଶିକ୍ଷକ ଜଣକ ହେଲେ କୁମରମଣି ମଲ୍ଲିକ । ଖବର ମୁତାବକ, ଜନୈକ ମହିଳା…

Brown Sugar Seized: ଅକ୍ଟୋବର ୨୯ ତାରିଖ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ

କଟକ: ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖ ସୁଦ୍ଧା କଟକସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିନରେ ଥିବା ଅଞ୍ଚଳରୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ ହୋଇଛି । ମୋଟ ୮୧ଟି ବ୍ରାଉନ୍‌ସୁଗାର ମାମଲା ରୁଜୁ ହୋଇଥିବା ବେଳେ ୪କିଲୋ ୨୨ ଗ୍ରାମ ୪୨୮ ମିଲିଗ୍ରାମ ଧଳାଜହର ଜବତ ହୋଇଛି । ଏହି ମାମଲାରେ…