ଛାତ୍ରଛାତ୍ରୀଙ୍କ ସମର୍ଥନରେ ଅନ୍ନା ହଜାରେ, ଦୁଇ ଘଣ୍ଟା ନୀରବ ପ୍ରତିବାଦ ବେଳେ ଭୋ ଭୋ ହୋଇ କାନ୍ଦିଲେ
ନୂଆଦିଲ୍ଲୀ: ଗୁରୁବାର ଦିନ ମହାରାଷ୍ଟ୍ରର ଅହଲ୍ୟାନଗରରେ ସାମାଜିକ କର୍ମୀ ଅନ୍ନା ହଜାରେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନରେ ଦୁଇ ଘଣ୍ଟାର ନୀରବ ପ୍ରତିବାଦ କରିଥିଲେ। ପ୍ରତିବାଦ ସକାଳ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ହଜାରେ ଅହଲ୍ୟାନଗରରେ ମହାତ୍ମା ଗାନ୍ଧୀ…