ଗୁଣି ଗାରେଡିର କରୁଣ ପରିଣତି, ଯୁବତୀଙ୍କୁ ମୁଣ୍ଡରେ ଫୋଡ଼ିଥିଲେ ୨୨ଟି ଲୁହା କଣ୍ଟା
ଭୁବନେଶ୍ଵର: ଯୁଗ ଆସି କେଉଁଠି ପହଞ୍ଚିଲାଣି । ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି । ବଡ ବଡ ରୋଗର ଉପଚାର ପାଇଁ ବୈଜ୍ଞାନିକ ମାନେ କେତେ ପ୍ରକାରର ଔଷଧ ବାହାର କଲେଣି । ତଥାପି ଏଇ ମଣିଷ ଅନ୍ଧ ବିଶ୍ଵାସର ବଶବର୍ତ୍ତି ହୋଇ ନିଜେ ନିଜର ଜୀବନ ନେଇ ଯାଉଛି । ସାଧାରଣ ରୋଗଟିଏ ହେଲେ ମଧ୍ୟ ଆଜିର…