ରାଜନେତା ରାଜନୀତି ନକରି କ’ଣ ଗୁପଚୁପ୍ ବିକ୍ରି କରିବେ?
ମୁମ୍ବାଇ: ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାଓ୍ବତ। ଏବେ ତାଙ୍କ ଟାର୍ଗେଟରେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ। ତେବେ ନିକଟରେ ଶଙ୍କରାଚାର୍ଯ୍ୟ ଏକନାଥ ସିନ୍ଦେଙ୍କୁ ବିଶ୍ୱାସଘାତୀ କହିଥିଲେ।…