Latest Odisha News

BREAKING NEWS

Russia Deploys Oreshnik Hypersonic Missile: ପୁଟିନଙ୍କୁ ଟାର୍ଗେଟ ପରେ… ରୁଷ କଲା ପରାମାଣୁ ମିସାଇଲ…

ନୂଆଦିଲ୍ଲୀ:ପରମାଣୁ କ୍ଷମତାସମ୍ପନ୍ନ ଓରେସନିକ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କଲା ରୁଷ । ମଙ୍ଗଳବାର ଦିନ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ନିକଟରେ ଡ୍ରୋନ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି । ବେଲାରୁଷ ନିଜ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ବାରଙ୍ଗ ଅତିରିକ୍ତ ତହସିଲଦାର ଗିରଫ

କଟକ: କଟକ ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତଦନ୍ତ ବେଳେ ତାଙ୍କ ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ଥିବା ନେଇ ଜଣାପଡ଼ିଥିଲା। ଯେଉଁଥିରେ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା,…

ବଢିବ ଶ୍ରୀମନ୍ଦିର ପରିଚାଳନା ଆୟ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ିରହିଛି। ଏଥିରୁ ଶ୍ରୀମନ୍ଦିରର କିଛି ଆୟ ମଧ୍ୟ ହେଉନାହିଁ। ଏହିସବୁ ସମସ୍ୟାର ସମାଧାନ ନେଇ ପ୍ରସ୍ତାବ ଉପରେ ଆଇନ, ପୂର୍ତ୍ତ ଓ ଅବକାରୀ…

ଭାରତ ପାଇଁ ୟେମେନ କେତେ ଗୁରୁତ୍ୱପୂର୍ଣ୍ଣ? ସାଉଦି ଆରବ ମାଧ୍ୟମରେ କିପରି ସହାୟତା ଯୋଗାଏ ଜାଣନ୍ତୁ..

ନୂଆଦିଲ୍ଲୀ: ୟେମେନର ମୁକାଲ୍ଲା ବନ୍ଦର ଉପରେ ସାଉଦି ଆରବର ଆକ୍ରମଣ ପରେ, ୟେମେନ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି ଆରବ ଦେଶ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଯୁଦ୍ଧରେ ଲିପ୍ତ ରହିଛି, ଦେଶ ଭିତରେ ବିଭିନ୍ନ ଗୋଷ୍ଠୀ କ୍ଷମତା ଏବଂ ନିୟନ୍ତ୍ରଣ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୟେମେନରେ…

କୋଟିପତି ପିଇଓ ଜିତେନ୍ଦ୍ର ଜେନା ଗିରଫ, ମାର୍କେଟ କମ୍ପ୍ଲେକ୍ସ ଓ ୬ ପ୍ଲଟ…

କେନ୍ଦୁଝର: ଓଡ଼ିଶା ଭିଜିଲାନ୍ସ କେନ୍ଦୁଝରର ହାଟଡିହି ବ୍ଲକ ଅନ୍ତର୍ଗତ ବାଞ୍ଚୋର ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରିଛି। ତଦନ୍ତରୁ ଜଣାପଡିଛି ଯେ ତାଙ୍କ ନାମରେ ଏକ ତିନି ମହଲା କୋଠା, ୧.୩୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ଦୁଇ ମହଲା…

କଂଟା ନ ଥିବା ମାଛ ତିଆରି କଲା ଚୀନ

ବେଜିଂ: ମାଛ ଖାଇବାକୁ କିଏ ବା ନ ଭଲ ପାଏ । ତେବେ କଂଟା ଥିବା ମାଛ ଅନେକଙ୍କୁ ବିରକ୍ତି ପ୍ରଦାନ କରିଥାଏ । ଏହା ମାଛ ପ୍ରିୟ ଲୋକଙ୍କ ପାଇଁ କିଛି ମାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଏବେ ଚୀନର ବୈଜ୍ଞାନିକମାନେ କଂଟା ନ ଥିବା ମାଛ ତିଆରି କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତିି ।…

ମାଞ୍ଜା ସୂତା ଲାଗି ୨ ଗୁରୁତର

କଟକ: କଟକ ବୟାଳିଶ ମୌଜା ଅଞ୍ଚଳରେ ମାଞ୍ଜା ସୂତା ଲାଗି ୨ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଇକରେ ଯିବା ବେଳେ ୨ ଜଣଙ୍କ ବେକରେ ସୂତା ଲାଗିଯାଇଥିଲା। ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ…

Patha Utsav 2026: ଫେରିବ ‘ପଥ ଉତ୍ସବ’, ଶୀତ ସକାଳେ ମଜା ନେବେ ରାଜଧାନୀ ବାସିନ୍ଦା

ଭୁବନେଶ୍ବର: ପଥୋତ୍ସବର ମଜା ନେବେ ରାଜଧାନୀ ବାସିନ୍ଦା । ବିଏମସି ପକ୍ଷରୁ ଆସନ୍ତା ୪ ତାରିଖ ସକାଳ ସାଢେ ୬ରୁ ମାଷ୍ଟରକ୍ୟାଣ୍ଟିନଠାରୁ ରାମ ମନ୍ଦିର ମଧ୍ୟରେ ୨0୨୬ର ପ୍ରଥମ ପଥ ଉତ୍ସବ ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ପଥୋତ୍ସବର ପ୍ରଥମରୁ…

ବିମାନ ବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍‌ ଗଞ୍ଜେଇ ଜବତ

ଭୁବନେଶ୍ୱର: ଭୁବନେଶ୍ଵର ବିମାନବନ୍ଦରରୁ ୩.୯୩ କେଜି ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ। ବ୍ୟାଙ୍କକରୁ ଆସୁଥିବା ଯାତ୍ରୀଙ୍କ ନିକଟରୁ ୪ ପ୍ୟାକେଟ୍‌ ହାଇଡ୍ରୋପୋନିକ୍ ଗଞ୍ଜେଇ ମିଳିଛି। ବ୍ୟାଗ୍‌ର ଚକୋଲେଟ୍ ପ୍ୟାକେଟ୍ କାର୍ଡବୋର୍ଡରେ…

ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ। ଜଗା ସ୍ଥାନରେ ବଳିଆ ଓ ବଳିଆ ସ୍ଥାନରେ ଜଗାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା…