ପ୍ରବଳ ଖରା ଯୋଗୁଁ ସକାଳୁଆ ସ୍କୁଲ, ବିଭିନ୍ନ ଜିଲ୍ଲାରେ ନିଆଯାଇଛି ଭିନ୍ନ ନିଷ୍ପତ୍ତି
ନୂଆପଡା/ ଅନୁଗୁଳ: ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ନୂଆପଡ଼ାରେ ଜିଲ୍ଲାରେ ୧୮ରୁ ୨୦ ସକାଳୁଆ ସ୍କୁଲ୍ ନେଇ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଜୁନ ୧୮ରୁ ୨୦ ପର୍ଯ୍ୟନ୍ତ…