Latest Odisha News

BREAKING NEWS

କେନାଲ ନିକଟରୁ ମିଳିଲା ବ୍ୟବସାୟୀଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ବୁଧବାର ସକାଳେ ଭୁବନେଶ୍ୱର ଉପକଣ୍ଠ ପାହାଳ ଅଞ୍ଚଳର ଏକ କେନାଲ ନିକଟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାହା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର। ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା ନିର୍ମାଣ ସାମଗ୍ରୀ ର ବ୍ୟବସାୟ କରୁଥିଲେ ବୋଲି…

୧୯ରେ ଆସିବ ମାଟ୍ରିକ୍ ରିଚେକିଂ ରେଜଲ୍ଟ;୩ ହଜାରରୁ ଅଧିକ ପରୀକ୍ଷାର୍ଥୀ କରିଥିଲେ ଆବେଦନ

ଭୁବନେଶ୍ୱର:୧୯ରେ ପ୍ରକାଶ ପାଇବ ମାଟ୍ରିକ୍ ରିଚେକିଂ ରେଜଲ୍ଟ । ୨୦୨୬ ମାଟ୍ରିକ୍ ପରୀକ୍ଷା ଫଳ ମୂଲ୍ୟାୟନର ରିଚେକିଂ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଖାତା ଦେଖା ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ ବୋର୍ଡ ୱେବସାଇଟରେ ଅପଲୋଡ କରାଯିବ । ରାଜ୍ୟରେ ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ…

Modi’s Message to Trump: G7 ମଞ୍ଚରେ ପାଖରେ ବସିଥିଲେ ଟ୍ରମ୍ପ, ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦୀ,…

ନୂଆଦିଲ୍ଲୀ: ଫ୍ରାନ୍ସରେ ଆୟୋଜିତ G7 ସମ୍ମିଳନୀରେ ବିଶ୍ୱ ନେତାମାନଙ୍କ ମଧ୍ୟରେ ଏକ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ମଧ୍ୟପ୍ରାଚ୍ୟ ସଂଘର୍ଷରେ ପ୍ରାଣ ହରାଇଥିବା ଭାରତୀୟ…

ଡାକ୍ତରଙ୍କ ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

ବଲାଙ୍ଗିର: ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି । ଏନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତନାଘନା କରିଛି । ସୂଚନାଥାଉକି, ମଙ୍ଗଳବାର…

Trouble for Uddhav’s Sena: ଚିନ୍ତାରେ ଉଦ୍ଧବ ସେନା…ଦଶନ୍ଧିର ବିଶ୍ୱସ୍ତତା ଶେଷ! ଉଦ୍ଧବ ଠାକରେଙ୍କ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ। ଉଦ୍ଧବ ଠାକରେଙ୍କ ଦଳ, ଶିବସେନା (UBT), ଆଜି ଏକ ବଡ଼ ବିଭାଜନର ସମ୍ମୁଖୀନ ହୋଇପାରେ। ତାଙ୍କ ଦଳର ସାତ ଜଣ ସାଂସଦ ଏକ ନୂତନ ଗୋଷ୍ଠୀ ଗଠନ କରି ଆଜି ଦିଲ୍ଲୀରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ଏହି ସାଂସଦମାନେ ଆଜି…

ଗଞ୍ଜାମ ଓ ଢେଙ୍କାନାଳରେ ବଜ୍ରାଘାତରେ ୩ ମୃତ

ଭୁବନେଶ୍ୱର: ଗଞ୍ଜାମ ଏବଂ ଢେଙ୍କାନାଳ ଜିଲ୍ଲାରେ ମଙ୍ଗଳବାର ଦିନ ପୃଥକ ପୃଥକ ବଜ୍ରପାତ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ବଜ୍ରପାତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଶେରଗଡ଼ା ବ୍ଲକ ଅନ୍ତର୍ଗତ ଲାଞ୍ଜିପାଲି ଗ୍ରାମର ୩୧ ବର୍ଷୀୟ…

ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଅଞ୍ଚଳର ଏକ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ମହିଳାଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଘଟଣା ଜିଲ୍ଲାର ହିନ୍ଦୋଳ ଥାନା ଅଧୀନସ୍ଥ ରଞ୍ଜାଗୋଲା ଗ୍ରାମରେ ଘଟିଛି। ମୃତକଙ୍କ ନାମ ମନୀଷା…

Puri Rath Construction:ବିବାଦ ପରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କଲେ ବିଶ୍ୱକର୍ମା ମହାରଣା

ପୁରୀ:ମହାପ୍ରଭୁଙ୍କ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା । ଚିରଟ କାଠ, ଖେ଼ଇକୁ ନେଇ ବିବାଦ ଦେଖାଦେଇଛି। ଫଳରେ ରଥ ଖଳାରେ କାମ ବନ୍ଦ ରହିଛି। ପୂର୍ବରୁ ୪ ଫୁଟ୍‌ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା । ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍…

ବନ୍ଧାହେଲେ ୭ ଆନ୍ତଃଜିଲ୍ଲା ବାଇକଚୋର;୯ ବାଇକ ଉଦ୍ଧାର

କଳାହାଣ୍ଡି:ବାଇକଚୋରି କରୁଥିବା ଏକ ଗ୍ୟାଙ୍ଗର ୭ ଜଣ ଚୋରକୁ ଗିରଫ କଲା ମ.ରାମପୁର ପୋଲିସ । କଳାହାଣ୍ଡି ଏସପି ନାଗରାଜ ଦେବକରାକୋଣ୍ଡାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ୍ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ ଜଣଙ୍କୁ ଗିରଫ…

G7 hot-mic moments: ସିଗାରେଟ୍ ଛାଡିଲେ ମେଲୋନୀ, ଟ୍ରମ୍ପଙ୍କୁ ମିଳିଲା ସାଇକେଲ, ହଜିଗଲା ମାକ୍ରୋନଙ୍କ…

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ କେବଳ ଆନୁଷ୍ଠାନିକ ବୈଠକ ଏବଂ ବିଶ୍ୱ ପ୍ରସଙ୍ଗ ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ଅନେକ ଅନୌପଚାରିକ ଏବଂ କିଛି ହାଲୁକା ମୁହୂର୍ତ୍ତ ମଧ୍ୟ ମୁଖ୍ୟ ଖବର ପାଲଟିଥିଲା। ହଟ୍ ମାଇକ୍ରୋଫୋନ୍ ଏବଂ ବ୍ୟକ୍ତିଗତ କଥାବାର୍ତ୍ତା ବିଶ୍ୱ ନେତାମାନଙ୍କର…