Latest Odisha News

BREAKING NEWS

ବିପୁଳ ପରିମାଣର କଫସିରପ୍ ଏବଂ ନିଶା ଇଞ୍ଜେକସନ ଜବତ, ଜଣେ ଗିରଫ

ବରଗଡ଼:  ଆକ୍ସନ ମୋଡରେ ବରଗଡ଼ ଟାଉନ ଥାନା ପୋଲିସ । ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ବର୍ତମାନ ସମୟରେ ନିଶାଖୋର ମାନଙ୍କ ପେଣ୍ଠ ସ୍ଥଳୀ ପାଲଟିଛି ବରଗଡ ସହର । ଏପରି ସ୍ଥିତିରେ ବରଗଡ଼ ପୋଲିସ ଏବଂ ପ୍ରଶାସନ ଏହା ଉପରେ ଅଙ୍କୁଶ…

ମାଇକେଲ ଭନଙ୍କୁ କଡା ଜବାବ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି୨୦ ବିଶ୍ୱକପ ୨୦୨୪ର ଟାଇଟଲ ହାସଲ କରିଛି । ଅବଶ୍ୟ ଏହି ବିଜୟ ଅନେକଙ୍କୁ ହଜମ ହେଉ ନାହିଁ । ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚ ନେଇ ସୋସିଆଲ ମିଡିଆରେ ଭୂଲ ତଥ୍ୟ ପରିବେଷଣ କରାଯିବା ପରେ ଏବେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ…

ମାସୁଦ ପେଜେଶକିଆନ ଇରାନର ନୂଆ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ନିର୍ବାଚନରେ କଠୋରପନ୍ଥୀ ଇସଲାମିଷ୍ଟଙ୍କୁ ଜବରଦସ୍ତ ଝଟକା ଲାଗିଛି । ନିର୍ବାଚନରେ ବାଜି ମାରିନେଇଛନ୍ତି ସଂସ୍କାରବାଦୀ ମାସୁଦ ପେଜେଶକିଆନ । କଠୋରପନ୍ଥୀ ପ୍ରାର୍ଥୀ ସଇଜ ଜଲିଲିଙ୍କୁ ହରାଇ ନୂଆ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜଣେ ସଂସ୍କାରବାଦୀ ଓ…

ଟିଏମସି ନେତାଙ୍କ ବିବାଦୀୟ ବୟାନ

ଭୁବନେଶ୍ବର: ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ମେୟରଙ୍କ ବିବାଦୀୟ ବୟାନ । ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ନିକଟତମ କୁହାଯାଉଥିବା ଫିରହାଦ ହକିମଙ୍କ ବୟାନକୁ ନେଇ ବଢିଲା ରାଜନୈତିକ ପାରଦ । ଅଣମୁସଲିମଙ୍କୁ ହତଭାଗା କହି ବଡ ବିବାଦ ସୃଷ୍ଟି କରିଛନ୍ତି ହକିମ…

କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା ?

ଭୁବନେଶ୍ବର: ଯାଜପୁର କୁସୁମା ପୋଖରୀ ନିକଟରେ ଥିବା ବିଳାସମୟ ବଙ୍ଗଳାକୁ ନେଇ ବଢୁଛି କନଫ୍ୟୁଜନ୍ । କିଏ ନିର୍ମାଣ କରିଛି କୁସୁମା ବଙ୍ଗଳା? ସରକାରୀ ଜମି ଉପରେ ଥିବା ବଙ୍ଗଳା ପାଇଁ କେଉଁ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ କରାଯାଇଛି ? ପ୍ରଥମେ ଯାଜପୁର ପୌରପାଳିକା ପକ୍ଷରୁ କୁସୁମାରେ ରହିଥିବା ୯ଟି…

ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଅଡୁଆରେ ସାମନ୍ଥା ରୁଥ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଏବେ ଅଡୁଆରେ ପଡିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସାମନ୍ଥା କହିଥିଲେ ଯେ, ଭାଇରାଲ ଇନଫେକଶନ ପାଇଁ ହାଇଡ୍ରୋଜେନ ପେରୋକ୍ସସାଇଡ ନେବୁଲାଇଜେଶନ କରିବାକୁ ପରାମର୍ଶ…

୨୩ରୁ କେନ୍ଦ୍ରର ପୂର୍ଣ୍ଣ ଆର୍ଥିକ ବଜେଟ୍: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ

ନୂଆଦିଲ୍ଲୀ: ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ। ଜୁଲାଇ ୨୨ ତାରିଖରେ ଆରମ୍ଭ ହେବ ବଜେଟ ଅଧିବେଶନ । ଜୁଲାଇ ୨୩ରେ ଉପସ୍ଥାପନା ହେବ ୨୦୨୪-୨ ୫ର କେନ୍ଦ୍ର ବଜେଟ। ଗତ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଉପସ୍ଥାପନ ହୋଇଥିଲା…

ରଥଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ସ୍ଵତନ୍ତ୍ର ସଚେତନତା ଅଭିଯାନ

ଭୁବନେଶ୍ୱର: ରଥ ଯାତ୍ରା ମହୋତ୍ସବ ସମୟରେ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡ଼ ଏବଂ ପୁରୀ ଷ୍ଟେସନ ଠାରେ ବିପୁଳ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇ ସୁବିଧାଜନକ…

ବଡ ଘରର ବଡ଼ ଗୁମର କଥା: କୋର୍ଟରେ ହାଜର ହେଲେନି ଶଶି ବେହେରା

ବାଙ୍କୀ: ଏଥର ବି କୋର୍ଟରେ ହାଜର ହେଲେନି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା । ବୋହୂକୁ ନିର୍ଯାତନା ଦେଉଥିବା ଅଭିଯୋଗରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ଯ ସେ ଆଜି କୋର୍ଟରେ ହାଜର ହୋଇନାହାନ୍ତି। ପୁଅ ସତ୍ୟଭୂଷଣ ବେହେରା କୋର୍ଟରେ ହାଜର…

କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ- ଜିଲ୍ଲାପାଳ

ଯାଜପୁର: ବହୁ ଚର୍ଚ୍ଚିତ କୁସୁମା କଟେଜ୍‌ ନେଇ ଜିଲ୍ଲାପାଳଙ୍କ ସୂଚନା । କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ। ‘ପୌର ପାଳିକା ଜମିରେ କଟେଜ୍‌ ତିଆରି ହୋଇଛି ଏବଂ ସିଏସ୍‌ଆର୍‌ ପାଣ୍ଠିରେ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଉଛନ୍ତି ଯାଜପୁର ଜିଲ୍ଲାପାଳ।…