ଓଡ଼ିଶାରେ ହେବନି ମଦ ବ୍ୟାନ୍, ସ୍ପଷ୍ଟୀକରଣ ରଖିଲା ଅବକାରୀ ବିଭାଗ
ଭୁବନେଶ୍ୱର: ଓଡ଼ିଶାରେ ମଦ ବିକ୍ରି ବନ୍ଦ ହେବା ନେଇ ସରକାର ଯୋଜନା କରୁଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୁଧବାର ଗଣମାଧ୍ୟମକୁ କହିଥିଲେ । ହେଲେ ଏହାକୁ ଆଜି ଖଣ୍ଡନ କରିଛନ୍ତି ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ । ରାଜ୍ୟର ନୂଆ ସରକାରଙ୍କ ଏନେଇ…