Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଓଡିଶାର ୩ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର: ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇବା ପରେ ଆରମ୍ଭ ହୋଇଛି ମୋଦି ସରକାର ୩.୦ । ଏନେଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ତାଙ୍କ…

ବିଦ୍ୟୁତ୍ ଆଘାତରେ ଜଳିଗଲେ ୨ ଶ୍ରମିକ

କାମାକ୍ଷାନଗର: ଚାଲିଥିଲା ଘର ତିଆରି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ୨ ଶ୍ରମିକ । ଏଭଳି କିଛି ଅଭାବବନୀୟ ଘଟଣା ଘଟିଛି ଢେଙ୍କାନାଳ ତୁମୁସିଂହା ଥାନା ଆଲୁଅଝରଣ ଗାଁରେ । ଗାଁରେ ଏକ ଘରର କାମ ଚାଲିଥିବା ବେଳେ ଛାତ ପକାଇବା ପାଇଁ ରଡ୍ ବାନ୍ଧିବା ବେଳେ ଘଟିଛି ଏ ଅଘଟଣ । ଗୁରୁତର ୨…

ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଢୁଛି ଉତ୍କଣ୍ଠା, ଦିଲ୍ଲୀରୁ ଫେରି କିଛି ଏମିତି କହିଲେ ସୁରେଶ ପୂଜାରୀ…….

ଭୁବନେଶ୍ବର: ରବିବାର ସରିଯାଇଛି ମୋଦୀ ସରକାରଙ୍କ ତୃତୀୟ ପାଳି ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ । ଏହାରି ଭିତରେ ଓଡିଶାର ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ନିଯୁକ୍ତ ହୋଇଛନ୍ତି ଦୁଇଜଣ ପର୍ଯ୍ୟବେକ୍ଷକ । ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି…

ବସିବ ମୋଦୀ ୩.୦ କ୍ୟାବିନେଟର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ତୃତୀୟ ପାଳି କ୍ୟାବିନେଟର ପ୍ରଥମ ବୈଠକ । ମୋଦୀ ୩.୦ ସରକାର ଶପଥ ଗ୍ରହଣ ପରେ ଆଜି ପ୍ରଥମ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି । ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଜର ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିବ ଏହି କ୍ୟାବିନେଟ୍…

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ପରିବା ବୋଝେଇ ଟ୍ରକ୍; ଡ୍ରାଇଭର ମୃତ, ହେଲପର ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପରିବା ବୋଝେଇ ଟ୍ରକ୍ ଟି ଓଲଟି ପଡିବା ପରେ ଏଥିରେ ଚାଳକର ମୃତ୍ୟୁ ହୋଇଥିବାବେଳେ ହେଲପର ଜଣକ ଆହତ ହୋଇଛନ୍ତି । ଖବର ମୁତାବକ, ଆଜି ସକାଳେ ଟ୍ରକ୍‌ ଟି ଆନ୍ଧ୍ରରୁ ପରିବା ନେଇ ବାଲେଶ୍ୱର ଅଭିମୁଖେ…

ଶିତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଦେବ ଦମ୍ପତ୍ତି

ସମ୍ବଲପୁର: ପ୍ରସିଦ୍ଧ ଶିତଳଷଷ୍ଠୀ ପାଇଁ ଚଳଚଞ୍ଚଳ ହୋଇପଡିଛି ସମ୍ବଲପୁର ସହର । ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ । ଏଥିପାଇଁ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ସହରର ସମସ୍ତ ଶିବାଳୟ ଗୁଡ଼ିକୁ ରଙ୍ଗୀନ ଆଲୋକମାଳରେ ସଜ୍ଜା ଯାଇଛି । ଦେବ ଦମ୍ପତିଙ୍କ ବିବାହ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ…

ରାଜ୍ୟରେ ଆଉ ୪ ଦିନ ଗୁଳୁଗୁଳି, ହିଟ୍ ଓ୍ବେଭ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିସାରିଛି । ହେଲେ ଏବେବି ଅସହ୍ୟ ଗରମ ସହ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କଲବଲ କରୁଛି । ତେବେ ଆହୁରି ୪ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି…

ଜୁନ୍ ୧୧ ରେ ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ ଓ ଭୂପିନ୍ଦର ଯାଦବ

ଭୁବନେଶ୍ବର: ରବିବାର ସରିଛି ମୋଦି ୩.୦ ସରକାର ଶପଥ ଗ୍ରହଣ । ହେଲେ ବର୍ତ୍ତମାନ ସୁଦ୍ଧା ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି । ଅନ୍ୟପଟେ ପୂର୍ବରୁ ଆଜି ଅର୍ଥାତ୍ ଜୁନ୍ ୧୦ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ନିର୍ଦ୍ଧାରିତ ହୋଇଥିବାବେଳେ ଏଥିରେ…

ମୋଦୀଙ୍କ କ୍ୟାବିନେଟରେ ନାହାଁନ୍ତି ଜଣେ ବି ମୁସଲମାନ, ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି କ୍ୟାବିନେଟ ବଣ୍ଟନ

ନୂଆଦିଲ୍ଲୀ: ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଷ୍ଟ୍ରପତି ଭବନରେ ଗତକାଲି ସନ୍ଧ୍ୟାରେ ମୋଦୀ ଏବଂ ତାଙ୍କ ନୂଆ କ୍ୟାବିନେଟର ଅନ୍ୟ ୭୨ ସଦସ୍ୟଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମନ୍ତ୍ରିମଣ୍ଡଳରେ…

ବାଲେଶ୍ବର ହସ୍ପିଟାଲରୁ ଚୋରି ହୋଇଥିବା ନବଜାତ ଉଦ୍ଧାର

ବାଲେଶ୍ଵର: ଉଦ୍ଧାର ହେଲା ଚୋରି ହୋଇଥିବା ନବଜାତ ଶିଶୁ । ଜଳେଶ୍ବର ଅଞ୍ଚଳରୁ ନବଜାତ ପୁତ୍ରକୁ ଉଦ୍ଧାର କଲା ପୋଲିସ । ନବଜାତକୁ ଚୋରି କରିଥିବା ମହିଳା ସମେତ ଆଶା କର୍ମୀଙ୍କୁ ଅଟକ ରଖିଛି ପୋଲିସ । ସେପଟେ ଶିଶୁପୁତ୍ରକୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…