ବିଦାୟୀ ମ୍ୟାଚରେ ଗୋଲ କରିପାରିଲେ ନାହିଁ ଛେତ୍ରୀ
କୋଲକାତା: ଭାରତର ଷ୍ଟାର ଖେଳାଳି ସୁନୀଲ ଛେତ୍ରୀଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ ନୈରାଶ୍ୟଜନକ ଢ଼ଙ୍ଗରେ ଶେଷ ହୋଇଛି । ସଲ୍ଟ ଲେକ ଷ୍ଟାଡିୟମରେ ଫିଫା ବିଶ୍ୱକପ କ୍ୱାଲିଫାୟର ମୁକାବିଲାରେ ଭାରତ ଓ କୁଏଟ ସାମ୍ନା ସାମ୍ନି ହୋଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଗୋଲଶୂନ୍ୟ ଭାବେ…