ରାୟବରେଲିରୁ ସାଂସଦ ହେବେ ରାହୁଲ, ଛାଡିବେ କେରଳ ୱାଏନାଡ ଆସନ
ନୂଆଦିଲ୍ଲୀ: ପ୍ରକାଶ ପାଇଛି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । ଫଳାଫଳରେ ବିଜେପି ଦେଶର ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହାରିଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। କେରଳର ୱାଏନାଡ ଲୋକସଭା ଆସନ…