କାକଟପୁର ଆସନରୁ ତୁଷାରକାନ୍ତି ବେହେରାଙ୍କ ବିଜୟ
କାକଟପୁର: କାକଟପୁର ଆସନରୁ ବିଜୟ ଲାଭ କଲେ ବିଜେଡି ପ୍ରର୍ଥୀ ତୁଷାରକାନ୍ତି ବେହେରା । ପ୍ରତିଦ୍ୱନ୍ଦ୍ୱୀ ବାଇଧର ମଲ୍ଲିକଙ୍କୁ ହରାଇ ବାଜିମାତ୍ କରିଛନ୍ତି ତୁଷାରକାନ୍ତି । ୮୪୦୧୦ ଭୋଟରେ ବାଜିମାତ୍ କରିଛନ୍ତି ତୁଷାର । ୨୩୧୫୧ ଖଣ୍ଡ ଭୋଟରେ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ…