ପ୍ରାତଃ ଭ୍ରମଣ ସାରି କ’ଣ ପିଇବେ
ପ୍ରାତଃ ଭ୍ରମଣ କରିବା ଦ୍ୱାରା ଶରୀରର ମେଟାବୋଲିଜିମ୍ର ଗତି ପ୍ରଖର ହୋଇଥାଏ। ଏଥିସହ ରକ୍ତ ପ୍ରବାହ ସୁରୁଖୁରରେ ହେବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ନିଜକୁ ଫିଟ୍ ଓ ଫାଇନ୍ ରଖିବାକୁ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରଥମ…