Latest Odisha News

BREAKING NEWS

ଚମକାଇବ ଚାନ୍ଦବାଲି ଫଳ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଆସନରେ ଏଥର ହେଭିଓ୍ବେଟଙ୍କ ମଧ୍ୟରେ ସମ୍ମାନର ଲଢେଇ । ହ୍ୟାଟ୍ରିକ ଆଶାରେ ମଇଦାନରେ ରହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । କଂଗ୍ରେସ ଅମୀୟ…

ଜେଏମଏମ ହାତରେ ମୟୂରଭଞ୍ଜ ଚାବି !

ଭୁବନେଶ୍ବର : ମୟୂରଭଞ୍ଜରେ ମହାମୁକାବିଲା। ଗତଥର ମୟୂରଭଞ୍ଜ ଜିତିଥିଲା ବିଜେପି । ତେବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଜାଗାରେ ଏଥର ରାଇରଙ୍ଗପୁର ବିଧାୟକ ନବରଚରଣ ମାଝୀଙ୍କୁ ଭରସା କରିଛି ବିଜେପି । ବିଜେଡିର ଟାଣୁଆ ନେତା ସୁଦାମ ମାରାଣ୍ଡିଙ୍କୁ ମଇଦାନକୁ ଓହ୍ଲାଇଛି ଦଳ । ଜେଏମଏମରୁ…

‘ମହାତ୍ମା ଗାନ୍ଧୀ କେବେ ଘୃଣା ରାଜନୀତି କରିନାହାଁନ୍ତି, ମୋଦି ଜୀଙ୍କ ରାଜନୀତି ଘୃଣାରେ ପରିପୂର୍ଣ୍ଣ’

ନୂଆଦିଲ୍ଲୀ: ମୋଦି ଯଦି ପାଠ ପଢିଥାନ୍ତେ ତେବେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏପରି ମନ୍ତବ୍ୟ ଦେଇନଥାନ୍ତେ । ଗାନ୍ଧୀ ହେଉଛନ୍ତି ଜାତିର ପିତା । ତାଙ୍କର ୮୦ ରୁ ୯୦ ଦେଶରେ ପ୍ରତିମୂର୍ତ୍ତି ରହିଛି । ମହାତ୍ମା ଗାନ୍ଧୀ ଯେଉଁ ସବୁ କାମ କରିଯାଇଛନ୍ତି ଯଦି ସେ ବିଷୟରେ ଜଣାନାହିଁ ତେବେ ତାଙ୍କୁ…

୧୫୦ଫୁଟ୍ ତଳକୁ ଖସିଲା ବସ୍: ୧୫ ମୃତ

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ଅଖନୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । କରୁକ୍ଷେତ୍ରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଘାଟି ତଳକୁ ଖସିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ…

କେଉଁଠି କେଉଁ ଗଛ ରହିଲେ ମିଳିବ ଶୁଭଫଳ

ପରିବେଶ ସୁରକ୍ଷା ତଥା ପ୍ରଦୂଷଣକୁ ରୋକିବା ପାଇଁ ବୃକ୍ଷ ରୋପଣ ସବୁଠାରୁ ବଡ଼ ବିକଳ୍ପ। ତେବେ ବାସ୍ତୁ ଅନୁସାରେ ଘର ପରିସରରେ ବୃକ୍ଷ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ। ଅର୍ଥାତ୍ କିଛି ବୃକ୍ଷକୁ ନିର୍ଦ୍ଦିଷ୍ଟ ଦିଗରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଆଉ କିଛି ଗଛ ଘରଠାରୁ…

ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର, ୧୪ଶହ ବୁଥ୍ ହେବ ମହିଳାଙ୍କ ଦ୍ୱାରା ପରିଚାଳିତ

ଭୁବନେଶ୍ବର: ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର୍‌ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର ।…

ମିଛ କହୁଛି ବିଜେଡି:ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର: ବିଜେଡିର ବିଜ୍ଞାପନକୁ ମିଛ ଦର୍ଶାଇ ଜବାବ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ‘ଏକ୍ସ’ରେ ତଥ୍ୟ ରଖି ବିଜେଡିକୁ କାଉଣ୍ଟର କଲେ ଅଶ୍ବିନୀ । କହିଲେ ବିଜେଡିର ବିଜ୍ଞାପନକୁ ସବୁ ମିଛ । ଦୁର୍ବଳ ଟେଲିକମ ସଂଯୋଗ ଓ ରେଳ ପ୍ରକଳ୍ପ ପ୍ରସଙ୍ଗରେ ବିଜେଡି ବିଭିନ୍ନ ଖବରକାଗଜରେ ଯେଉଁ…

ହେମନ୍ତ ସୋରେନଙ୍କୁ ମିଳିଲାନି ଆଶ୍ବସ୍ତି, ଆହୁରି ୧୪ ଦିନ ବଢିଲା ନ୍ୟାୟିକ ହେପାଜତ

ରାଞ୍ଚି: ଆଜି ବି ନିରାଶ ହେଲେ ହେମନ୍ତ ସୋରେନ । ରାଞ୍ଚିରେ ଥିବା ପିଏମଏଲଏ ସ୍ବତନ୍ତ୍ର କୋର୍ଟ ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲ୍ ରେ ଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନ୍ୟାୟିକ ହେପାଜତକୁ ଆହୁରି ୧୪ ଦିନ ବୃଦ୍ଧି କରିଛନ୍ତି ।…

‘ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହନ୍ତି, ଓଡିଶାବାସୀ ସ୍ଥିର କରିବେ କିଏ ହେବ ଉତ୍ତରାଧିକାରୀ’

ଭୁବନେଶ୍ବର: ନିର୍ବାଚନର ଶେଷ ପର୍ଯ୍ୟାୟ ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଯାଉଛି ।ଏଥର ବିଧାନସଭା ଓ ଲୋକସଭା ଉଭୟରେ କଡା ଟକ୍କର । ବାରମ୍ବାର ଓଡ଼ିଶା ଆସି ୨୫ ବର୍ଷ ସରକାର ବଦଳାଇ ଦେବୁ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଡିବୁ ବୋଲି ଦୃଢୋକ୍ତ କରୁଛନ୍ତି କେନ୍ଦ୍ରୀୟ ବିଜେପୀ ନେତା  ।…

ନୀଳଗିରିରେ ପଶିଲେ ୪୬ ଟିକିଆ ହାତୀପଲ

ବାଲେଶ୍ବର: ୪୬ଟିକିଆ ହାତୀପଲ ଦେଖି ଲୋକେ ଭୟଭୀତ। ବାଲେଶ୍ୱର ନୀଳଗିରିର ପ୍ରବେଶ କରିଛନ୍ତି ୪୬ ଟିକିଆ ହାତୀପଲ । ବନ ବିଭାଗ ଡାକବାଜି ଯନ୍ତ୍ର ସାହାଯ୍ୟରେ ସାବଧାନ ରହିବାକୁ ଲୋକଙ୍କୁ ସଚେତନ କରାଇଲା । ମୟୁରଭଞ୍ଜ ଜିଲ୍ଲା ନଡ଼ପୁର ଜଙ୍ଗଲ, ସୋନନଦୀ ପାର ହୋଇ ନୀଳଗିରି ଅଞ୍ଚଳକୁ ପ୍ରବେଶ…