Libyan Army Chief: ତୁର୍କୀରେ ବଡ଼ ବିମାନ ଦୁର୍ଘଟଣା; ଲିବିଆର ସେନାମୁଖ୍ୟଙ୍କ ସମେତ ୮ ମୃତ
ନୂଆଦିଲ୍ଲୀ:ତୁର୍କୀ(Turkey)ରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଏହି ବିମାନ ଦୁର୍ଘଟଣାରେ ଲିବିଆ ସେନାମୁଖ୍ୟ ମହମ୍ମଦ ଅଲ୍ଲି ଅହମଦ ଅଲ-ହଦାଦଙ୍କ(Muhammad Ali Ahmad al-Haddad) ସମେତ ଆଠ ଜଣଙ୍କ ମୃତ୍ୟୁ ହୋଇଛି । ଲିବିଆ ପ୍ରଧାନମନ୍ତ୍ରୀ ଅବଦୁଲ-ହାମିଦ ଦବିବେ (Libyan Prime Minister…