Latest Odisha News

BREAKING NEWS

ଦ୍ରୁତ, ସ୍ମାର୍ଟ ଏବଂ ଶକ୍ତି-ଦକ୍ଷ କମ୍ପ୍ୟୁଟିଂ ଦିଗରେ ଆଇଆଇଟି ଭୁବନେଶ୍ୱର ବୈଜ୍ଞାନିକଙ୍କ ପ୍ରମୁଖ ସଫଳତା

ଭୁବନେଶ୍ୱର: କଳ୍ପନା କରନ୍ତୁ ଏପରି କମ୍ପ୍ୟୁଟର ଯାହା ଆଜିର ମେସିନଗୁଡ଼ିକ ଦ୍ୱାରା ବ୍ୟବହୃତ ଶକ୍ତିର ଏକ ଅଂଶ ମାତ୍ର ବ୍ୟବହାର କରି କଷ୍ଟକର ସମସ୍ୟାଗୁଡ଼ିକୁ ବହୁତ ଶୀଘ୍ର ସମାଧାନ କରିପାରିବ। ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱରର ଗବେଷକମାନଙ୍କ ସମେତ…

ଏଣିକି ଉଚ୍ଚ ଅମଳକ୍ଷମ ଆଖୁ ଚାଷ କରାଯିବ;ଓୟୁଏଟି ବାହାର କରିଛି ୬ ପ୍ରକାରର ଆଖୁ କିସମ

ଭୁବନେଶ୍ବର:ରାଜ୍ୟରେ ଚିନି ଉତ୍ପାଦନ ବୃଦ୍ଧି କରାଯିବ । ବଡ଼ମ୍ବା ଚିନିକଳର ପୁନରୁଦ୍ଧାର ହେବ । ତେଣୁ ରାଜ୍ୟରେ ଉଚ୍ଚ ଅମଳକ୍ଷମ ଆଖୁ ଚାଷ କରାଯିବ । ଆଖୁ ଚାଷର ଉନ୍ନତି ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ୱତନ୍ତ୍ର ରଣକୌଶଳ ଆପଣାଇଛି । ଆଖୁ ଉପରେ ଅଧିକ ଗବେଷଣା ପାଇଁ…

ବନ୍ୟଜନ୍ତୁ ଶିକାର ଅଭିଯୋଗ: ୪ ଗିରଫ

ନୂଆପଡା: କୋମନା ବନ ବିଭାଗକୁ ବନ୍ୟଜନ୍ତୁ ଶିକାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, କୋମନା ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଭାଲୁକୋନା ଗାଁରେ ଚଢ଼ାଉ…

ଆମ୍ବୁଲାନ୍ସ ପହଞ୍ଚିଲାନି, ଟ୍ରାକ୍ଟରରେ ଜନ୍ମହେଲା ଶିଶୁ କନ୍ୟା

ଭବାନୀପାଟଣା: ଲୋକଙ୍କ ସୁବିଧା ପାଇଁ ସରକାର ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ସେହି ଅର୍ଥ ସଠିକ କାମରେ ନଲାଗିପାରିବାରୁ ଆଜି ବି ଅନେକ ଲୋକ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟରେ ଥିବା ଦୁର୍ଗମ ଅଞ୍ଚଳବାସୀ ଆଜି ବି ଅନେକ ସୁବିଧା ପାଇବାରୁ…

ଏଣିକି ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ: ସରକାରଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ବନ ଅଧିକାରୀଙ୍କ ପାଇଁ ଆସିଲା କଡ଼ା ନିୟମ। ଏଣିକି ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ। ବନ ବିଭାଗର ବଦଳି ନିର୍ଦ୍ଦେଶକୁ କେତେକ ଅଧିକାରୀ ପାଳନ କରିବାରେ ବିଳମ୍ବ କରୁଥିବା ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ଏକ ବୟାନ ଜାରି କରିଛନ୍ତି। ସେ…

ଇସ୍କନ୍ ରଥ ଯାତ୍ରା, ବାହୁଡ଼ା ଯାତ୍ରା ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା..

ଭୁବନେଶ୍ବର: ୧୬ ଜୁଲାଇ ୨୦୨୬ ଅନୁଷ୍ଠିତ ହେବାକୁ ଯାଉଅଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିସହିତ ୨୪ ଜୁଲାଇ ଏବଂ ୨୫ ଜୁଲାଇରେ ଭୁବନେଶ୍ବର ସ୍ଥିତ ଇସ୍କନ୍ ମନ୍ଦିର ରଥ ଯାତ୍ରା, ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଅଛି । ଇସ୍କନ୍ ମନ୍ଦିର ଯିବା ରାସ୍ତା ଏବଂ ଏହାର…

ସମ୍ୱଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ

ସମ୍ବଲପୁର: କୋର୍ଟକୁ ପୁଣି ବୋମା ଧମକ। ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମା ଯୋଗେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ ଆସିଛି । ଧମକପୂର୍ଣ୍ଣ ମେଲ୍ ଆସିବା ପରେ କୋର୍ଟ ପରିସରକୁ ତୁରନ୍ତ ଖାଲି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କଡ଼ାକଡ଼ି କରାଯାଇଛି। ପୁଲିସ ଏବଂ ସୁରକ୍ଷା ଦଳ ଦ୍ୱାରା…

ଅନୁଗୋଳ କୋର୍ଟକୁ ବୋମା ଧମକ: ବଢିଲା ସୁରକ୍ଷା ବ୍ୟବସ୍ଥା, ଖୋଳତାଡ଼ ଜାରି

ଅନୁଗୋଳ: ଅନୁଗୋଳ ଜିଲ୍ଲା ଓ ଦୌରା ଜଜ୍ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏକ ଅଜ୍ଞାତ ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିଛି । ଗତ ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟରେ ଜିଲ୍ଲା ଜଜ୍‌ଙ୍କ ସରକାରୀ ମେଲ୍‌କୁ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଆଜି ସକାଳେ…

OCCL ନିର୍ବାହୀ ଯନ୍ତ୍ରୀ ସଂଜୟ କିସପଟ୍ଟାଙ୍କ ଅମାପ ସମ୍ପତ୍ତି; ୪ ମହଲା ଲଜ୍ ଓ ୮ ପ୍ଲଟ..

ଭୁବନେଶ୍ୱର: ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଓଡ଼ିଶା ନିର୍ମାଣ ନିଗମ (OCC) ଲିମିଟେଡର ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ସମ୍ପତ୍ତି ଉପରେ ଏକକାଳୀନ ଚଢାଉ ସମୟରେ ୨୩ଟି କୋଠରୀ ବିଶିଷ୍ଟ ଚାରି ମହଲା ଲଜ୍ ଏବଂ ଆଠଟି ଉଚ୍ଚ ମୂଲ୍ୟର ପ୍ଲଟ୍ ସହିତ ଠାବ…

ଯୁବକଙ୍କୁ ମାଡ ମାରିବା ଭିଡିଓ ଭାଇରାଲ ଘଟଣା,ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର:ଜଣେ ଯୁବକଙ୍କୁ ଗୋଟିଏ ଘରେ ରଖି ପ୍ଲାଷ୍ଟିକ୍ ପାଇପ୍‌ରେ ମାଡ ମାରିବା ଭିଡିଓ ଭାଇରାଲ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଛି ବ୍ରହ୍ମପୁର ସଦର ଥାନା ପୁଲିସ । ଭିଡିଓକୁ ଆଧାର କରି ମୁଖ୍ୟ ଅଭିଯୁକ୍ତ…