ହୋଲି ପାଇଁ ପୂର୍ବତଟ ରେଳବାଇର ପ୍ରସ୍ତୁତି; ଅତିରିକ୍ତ ଭିଡ଼ ଦୂର କରିବାକୁ ଚାଲିବ ୧୩୨ଟି ସ୍ପେଶାଲ୍ ଟ୍ରେନ୍
ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆରମ୍ଭ ହେବ ରଙ୍ଗର ପର୍ବ ହୋଲି । ଏହି ସମୟରେ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରିବା ପାଇଁ, ପୂର୍ବତଟ ରେଳପଥ ଏହାର କ୍ଷେତ୍ରାଧିକାରରୁ ୧୩୨ଟି ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ଘୋଷଣା କରିଛି । ଏହାସହିତ, ଦେଶର ବିଭିନ୍ନ ପ୍ରାନ୍ତରୁ…