ଅତି ଭୀଷଣ ବାତ୍ୟାର ରୂପ ନେଲା ‘ଅର୍ଣ୍ଣବ’, ଓଡ଼ିଶାକୁ ଆଲର୍ଟ…
ଭୁବନେଶ୍ୱର: ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା 'ଅର୍ଣ୍ଣବ' ଅଧିକ ଘନୀଭୂତ ହୋଇ ଏକ 'ଅତି ଭୀଷଣ ବାତ୍ୟା' ରୂପ ନେଇଛି ଏବଂ ଏହା ପୂର୍ବ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।
ପାଣିପାଗ ବିଭାଗର ସୂଚନା…