୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
ଲଣ୍ଡନ: ଇଂଲଣ୍ଡର କ୍ୟାପ୍ଟେନ୍ ଏବଂ ବାୟର୍ଣ୍ଣ ମ୍ୟୁନିକ୍ର ଷ୍ଟାର୍ ଷ୍ଟ୍ରାଇକର୍ ହ୍ୟାରି କେନ୍ ୨୦୨୬ ବାଲେନ୍ ଡି'ଓର୍ ଆୱାର୍ଡ ଜିତିଛନ୍ତି । ୨୫ ବର୍ଷ ପରେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିବାରେ ସେ ପ୍ରଥମ ଇଂଲିଶ୍ ଫୁଟବଲର୍ ସାଜିଛନ୍ତି । ତାଙ୍କ ପୂର୍ବରୁ ୨୦୦୧ରେ ମାଇକେଲ୍ ଓଭେନ୍ ଏହି…