Latest Odisha News

BREAKING NEWS

ଚିଲିକା ମୁହାଣରେ ବୁଡ଼ିଗଲେ ପର୍ଯ୍ୟଟକ

ବ୍ରହ୍ମଗିରି: ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଗଲେ ପର୍ଯ୍ୟଟକ। ପର୍ଯ୍ୟଟକ ଜଣକ ସାତପଡ଼ା ବୁଲିବାକୁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ପର୍ଯ୍ୟଟକ ଜଣକ ହେଲେ ଝାଡଖଣ୍ଡର କୁଶଗ୍ର ଦିବ୍ୟ। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର…

VB—G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ବିକାଶିତ ଭାରତ-ନିଯୁକ୍ତି ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି (ଗ୍ରାମୀଣ) (VB-G RAMG) ବିଲ୍ ୨୦୨୫କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ଏହା ଦ୍ବାରା ପ୍ରମୁଖ ଗ୍ରାମୀଣ ନିଯୁକ୍ତି ଯୋଜନା ପାଇଁ ରାସ୍ତା ସରଳ ହୋଇପାରିବ ବୋଲି ଆଶା କରାଯାଉଛି।…

ଆଗକୁ ୨ଟା ବିଶ୍ୱକପ, ଅଧିନାୟକଙ୍କ ଫର୍ମ ଟିମ ଇଣ୍ଡିଆ ପାଇଁ ସାଜିଛି ଚିନ୍ତାର କାରଣ

ନୂଆଦିଲ୍ଲୀ: ଆଉ ହାତଗଣତି ଦିନ ପରେ ୨୦୨୫ ଆମଠାରୁ ବିଦା ନେଇଯିବ । ୨୦୨୬ ଆରମ୍ଭରେ ଭାରତୀୟ କ୍ରିକେଟ ଟିମ ୨ଟା ବିଶ୍ୱକପ ଖେଳିବ । ତେବେ ଏହି ୨ଟା ବିଶ୍ୱକପ ପୂର୍ବରୁ ଅଧିନାୟକଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ୨୦୨୬ ଆରମ୍ଭରେ ପ୍ରଥମେ ୧୯ ବର୍ଷରୁ କମ ବିଶ୍ୱକପ ଖେଳାଯିବ । ଭାରତୀୟ ଟିମ ଭଲ…

କଳିଙ୍ଗନଗରରେ ଟାଟା ଷ୍ଟିଲ୍ ପକ୍ଷରୁ ୨୪୩ଟି ନୂଆ ପୋଖରୀ…

କଳିଙ୍ଗନଗର: କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସ୍ଏଫ୍) ପକ୍ଷରୁ ସ୍ଥାୟୀ ଜଳ ସମ୍ପଦ ସୃଷ୍ଟିକୁ ଗୁରୁତ୍ୱ ଦେଇ ଗତ ୫ ବର୍ଷରେ ୨୮ଟି ଗ୍ରାମପଞ୍ଚାୟତ (ଦଗଗଦି-୧୦ ଏବଂ ସୁକିନ୍ଦା-୧୮)ରେ ୨୪୩ଟି ନୂଆ ପୋଖରୀ ସୃଷ୍ଟି କରାଯାଇଛି। ଟିଏସ୍ଏଫ୍ ଏକ ବ୍ୟାପକ ଏବଂ ନିରନ୍ତର ପ୍ରୟାସ…

ହାତୀ ଗତିବିଧି ପାଇଁ ରବିବାରଠୁ ଏହି ଡିଭିଜନରେ ଗଡିବନି ଯାତ୍ରୀବାହୀ ଟ୍ରେନ, ଜାଣନ୍ତୁ…

ଭୁବନେଶ୍ୱର: ହାତୀ ଗତିବିଧି ଦେଖାଯିବା ସମୟରେ ସୁରକ୍ଷାକୁ ନଜରରେ ରଖି ଦକ୍ଷିଣ ପୂର୍ବ ରେଳବାଇ (SER) ରବିବାରଠାରୁ ଆସନ୍ତା ତିନି ଦିନ ପାଇଁ ଚକ୍ରଧରପୁର ଡିଭିଜନରେ ଅଧ ଡଜନରୁ ଅଧିକ ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି। ତେବେ ଚକ୍ରଧରପୁର (ପଶ୍ଚିମ ସିଂହଭୂମି,…

BSF Constable Recruitment: BSFରେ ପୂର୍ବତନ ଅଗ୍ନିବୀରମାନଙ୍କୁ ବଡ଼ ଆଶ୍ୱସ୍ତି, କନଷ୍ଟେବଳ ନିଯୁକ୍ତିରେ ପାଇବେ ୫୦%…

ଭୁବନେଶ୍ବର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ସୀମା ସୁରକ୍ଷା ବାହିନୀ,…

ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ; କାହିଁକି ଏଭଳି କହିଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ। ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଆରାବଳି ପାହାଡ଼କୁ ରକ୍ଷା କରିବା ପାଇଁ ଦିଲ୍ଲୀବାସୀଙ୍କୁ ଏକ ବାର୍ତ୍ତା ପଠାଇ କହିଛନ୍ତି ଯେ, ଏହା ଏକ ବିକଳ୍ପ ନୁହେଁ ବରଂ ସଂକଳ୍ପ ହେବା ଉଚିତ। ଯଦି ଆରାବଳି ପାହାଡ଼ ବଞ୍ଚି ରହିବ ତାହେଲେ ଦିଲ୍ଲୀ ସବୁଜମୟ…

ଭାରତକୁ ହରାଇ ପାକିସ୍ତାନ ହାସଲ କଲା ୧୯ ବର୍ଷରୁ କମ ଏସିଆ କପ ଟାଇଟଲ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଫାଇନାଲରେ ପାକିସ୍ତାନ ୧୯୧ ରନରେ ଶୋଚନୀୟ ଭାବେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୮ ୱିକେଟ ବିନିମୟରେ ୩୪୭ ରନ କରିଥିଲା । ସମୀର ମିନହାସ ୧୧୩ ବଲରେ ୧୭୨ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ…

ଜମ୍ମୁ-କଶ୍ମୀରରେ ଜଣଙ୍କ ଘରୁ ଖାଦ୍ୟ ଚୋରୀ କରି ଖସିପଳାଇବାରେ ସଫଳ ହେଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଆତଙ୍କବାଦୀ । ଉଧମପୁର ଜିଲ୍ଲା ମୋଟୁ ଗାଁରେ ନଜର ଆସିଛନ୍ତି । ଶନିବାର ରାତିରେ ଜଣଙ୍କ ଘରୁ ଆତଙ୍କବାଦୀମାନେ ଖାଦ୍ୟ ଚୋରୀ କରି ଜଙ୍ଗଲ ଭିତରକୁ ପଳାଇ ଥିବା ସୂଚନା ରହିଛି । ଘନ ଜଙ୍ଗଲ ଏବଂ ଅନ୍ଧାରର ସୁଯୋଗ ନେଇ…

୬ଟି ଜିସିସି ରାଷ୍ଟ୍ରରୁ ୫ଟି ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେମାନଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ…

ନୂଆଦିଲ୍ଲୀ: ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି । ୨୦୧୪ ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି…