Latest Odisha News

BREAKING NEWS

IAF Beats China: ବିଶ୍ୱର ତୃତୀୟ ସବୁଠୁ ଶକ୍ତିଶାଳୀ ବାୟୁଶକ୍ତି ଭାରତ, ପୁଣି ଚୀନକୁ ପଛରେ ପକାଇଲା IAF

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF) ପୁଣିଥରେ ବିଶ୍ୱ ମଞ୍ଚରେ ନିଜର ଶକ୍ତିର ପ୍ରମାଣ ଦେଇଛି। ଓ୍ବାଲ୍ଡ ଡିରୋକ୍ଟରୀ ଅଫ୍ ମର୍ଡନ୍ ମିଲିଟାରୀ ଏୟାରକ୍ରାଫ୍ଟ (WDMMA) ପକ୍ଷରୁ ପ୍ରକାଶିତ ୨୦୨୬ ଗ୍ଲୋବାଲ୍ ଏୟାର ପାଓ୍ବର୍ସ ରାଙ୍କିଂରେ ଦେଶ ଭିତ୍ତିକ ମୂଲ୍ୟାଙ୍କନରେ ଭାରତ ବିଶ୍ୱର ତୃତୀୟ…

ଆସୁଛି ପଛକୁ ପଛ ୨ଟି ଲଘୁଚାପ: ୨୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷା ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ଆସୁଛି ଆହୁରି ଦୁଇଟି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ।…

Iran’s assassination plot: ଟ୍ରମ୍ପଙ୍କୁ ମାରିବାକୁ ଇରାନର ଯୋଜନା, ରାଷ୍ଟ୍ରପତି କହିଲେ, ‘କେବେ ନ…

ନୂଆଦିଲ୍ଲୀ: ପୁଣି ମଧ୍ୟପ୍ରାଚ୍ୟରେ ଉତ୍ତେଜନା । ମାଟିରେ ମିଶିଛି ଆମେରିକା-ଇରାନ ଅସ୍ତ୍ରବିରତି । ଉଭର୍ ଦେଶ ମଧ୍ୟରେ ପୁଣି ଆରମ୍ଭ ହୋଇଛି ଆକ୍ରମଣ ପ୍ରତିଆକ୍ରମଣ । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାରିବାକୁ ଯୋଜନା କରୁଛି ଇରାନ । ଏହି ଖବର ପ୍ରସାରିତ ହେବା…

Spiny gourd:ପ୍ରୋଟିନର ଅଭାବ ପୂରଣ କରିବ ‘କାଙ୍କଡ’… କରନ୍ତୁ ନିଜ ଖାଦ୍ୟରେ ସାମିଲ

ଭୁବନେଶ୍ବର: ମୌସୁମୀ ବର୍ଷା ପରେ ବଜାରରେ ଦେଖିବାକୁ ମିଳିଥାଏ କାଙ୍କଡ ପସରା । ବର୍ଷକୁ ମାତ୍ର ଦୁଇ ମାସ ମିଳିଥାଏ ଏହି କାଙ୍କଡ଼ । ଏହି କାଙ୍କଡ ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ପୁଷ୍ଟିକର। ଆୟୁର୍ବେଦରେ ଏହାକୁ ଏକ ଲାଭଦାୟକ ପନିପରିବା ଭାବରେ ବିବେଚନା କରାଯାଏ। ଏହାକୁ ଖାଇବା ଦ୍ବାରା…

Bribe Case: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ;ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

ବଡ଼ସାହି:ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଜେଇ ସୁଶୀଲ କୁମାର ସିଂକୁ ଆଜି ଭିଜିଲାନ୍ସ ଗିରଫ କରିଛି । ଜଣେ ଠିକାଦାରଙ୍କଠାରୁ ୩୨ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ବାରିପଦା ଭିଜିଲାନ୍ସ ଟିମ୍‌ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବଡ଼ ସାହି ବ୍ଲକ୍…

ବାରହା ନେଲା ମହିଳାଙ୍କ ଜୀବନ, ଜଣେ ଆହତ

ବ୍ରହ୍ମଗିରି:ବ୍ରହ୍ମଗିରି ସାତପଡ଼ା ନିକଟ ବଳଭଦ୍ରପୁର ଗାଁରେ ଅଘଟଣ । ବାରହା ଆକ୍ରମଣରେ ଜଣେ ମହିଳା ମୃତ ଓ ଜଣେ ମହିଳା ଆହତ। ମୃତକ ହେଲେ ବଳଭଦ୍ରପୁର ଗାଁର ପଦ୍ମାବତୀ ଜାଲି । ସୂଚନାଥାଉକି, ବାରହା ପଦ୍ମାବତୀ ଜାଲିଙ୍କ ହାତ,ମୁହଁ ଓ ପେଟକୁ କାମୁଡ଼ି ବାରୁ ସେ ଗୁରୁତର ହୋଇଥିଲେ ।…

ପୋଡୁଚାଷ ନାଁରେ ୭୪୨ଟି ଶାଳ ଗଛ କାଟିଦେଲେ;୪ ଗିରଫ, ଅଧିକାଂଶ ଅଭିଯୁକ୍ତ ଫେରାର…

ବଣାଇଁଗଡ଼:କୋଟିକୋଟି ଟଙ୍କାର ଶାଳଗଛ ପଡିଲା ବଳି । ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜରଡ଼ା ରେଞ୍ଜର ଉଲୁସୁରେଇ ସଂରକ୍ଷିତ ଜଙ୍ଗଲରେ ପୋଡୁଚାଷ ନାଁରେ ବ୍ୟାପକ ଜଙ୍ଗଲ କଟାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ପ୍ରାୟ ୭୪୨ଟି ଶାଳ ଗଛ ନଷ୍ଟ ହୋଇଛି ଏବଂ ୨୩ ହେକ୍ଟର…

ଏସିଆନ ଗେମ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ, ଓଡିଶାର ସୁନେଲିତାଙ୍କୁ ସୁଯୋଗ

ଭୁବନେଶ୍ୱର: ଆଇଚି-ନାଗୋୟା ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା ହକି ଦଳର ଘୋଷଣା କରାଯାଇଛି । ଜାପାନରେ ସେପ୍ଟମ୍ବର ୧୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ସଲିମା ଟେଟେଙ୍କ ନେତୃତ୍ୱରେ ଘୋଷିତ ଦଳରେ ଓଡିଶାର ଉଦୀୟମାନ ମିଡଫିଲ୍ଡର ସୁନେଲିତା ଟପ୍ପୋ ସ୍ଥାନ ପାଇଛନ୍ତି । ରାଜଗିରିରେ…

ITEP Admissions: ପ୍ରକାଶ ପାଇଲା ITEP ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା;୧୪୬୩ ଜଣ ଚୟନ…

ଭୁବନେଶ୍ୱର:  ଆଜି ସାମ୍ସ ପୋର୍ଟାଲରେ ପ୍ରକାଶ ପାଇଲା ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଇଣ୍ଟିଗ୍ରେଟେଡ଼ ଟିଚର ଏଜୁକେସନ ପ୍ରୋଗ୍ରାମ୍ (Integrated Teacher Education Programme- ITEP) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ମେଧା ତାଲିକା । ନ୍ୟାସନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟର…

କାଳ ହେଲା ସେଲଫି ନିଶା; ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଅମ୍ବାଦଳା: ପୁଣି ସେଲଫି ନେଲା ଜୀବନ । ଝରଣାରେ ସେଲଫି ନେବାବେଳେ ଖସିପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ଅମ୍ବାଦଳା କୁଲେରପଟ୍ଟା ଗାଁର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ବୁଜିବାଙ୍ଗ ଝରଣାରେ ସେଲଫି ନେବାବେଳେ ତଳେ ପଡ଼ିଯାଇଥିଲେ। ଗୁରୁତର…